Daily Archives

ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ୍‌ ୧୩ରେ, ଶୁକ୍ରବାର କରାଯିବ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ୍‌ ୧୩ରେ ହେବ ବୋଲି ଜଣାପଡିଛି । ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ଶୁକ୍ରବାର କରାଯିବାକୁ ଥିବା ବେଳେ ବରିଷ୍ଠ ବିଧାୟକ ସୂର୍ୟ୍ୟ ନାରାୟଣ ପାତ୍ର ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଖାଲି ପଡ଼ିଛି ।
Read More...

ଝରଣୀପାଲିରେ ସଡକ ଦୁର୍ଘଟଣା : ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଝରଣୀପାଲି ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବାଇକ ଆରୋହୀ ଜଣକ ପାଇକମାଲ ଅଂଚଳର ଗଙ୍ଗାଧର ବରିହା (୩୦) ବୋଲି
Read More...

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ମାର୍ଟ ସିଟି ଓ ଆର୍‌ଏମ୍‌ସି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ରାଉରକେଲା ଏଡିଏମ୍‌ ତଥା ସ୍ମାର୍ଟ ସିଟିର ସିଇଓ ଏବଂ ରାଉରକେଲା ମହାନଗର ନିଗମର କମିଶନର ଡଃ ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ସ୍ୱାସ୍ଥ୍ୟ
Read More...

ମୁଖ୍ୟମନ୍ତ୍ରୀଙ୍କ ଇଂଲଣ୍ଡ ଗସ୍ତ : ଖର୍ଚ୍ଚ କମ ଥିଲା, କିନ୍ତୁ ସୁଫଳ ବେଶୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଏକ ଦଶନ୍ଧି ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ ଶେଷ ସପ୍ତାହରେ ପୁଣି ବିଦେଶ ଗସ୍ତ କରୁଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀ ୨୦୧୨ ମସିହା ମଇ ୨୧ରୁ ୩୧ ପର୍ଯ୍ୟନ୍ତ ଇଂଲଣ୍ଡ ଗସ୍ତ କରିଥିଲେ । ଦଶ ବର୍ଷ ତଳର ଏହି ବିଦେଶ ଗସ୍ତରୁ
Read More...

୩୩ତମ ଜନ୍ମଦିନ ଅବସରରେ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ଅନ୍ତେବାସୀଙ୍କ ସହିତ ଜନ୍ମଦିନ ପାଳିଲେ ସମାଜସେବୀ ଶିକ୍ଷକ…

ଆଗଲପୁର, (କେପିଏନ୍‌ଏସ୍‌) : ୩୩ତମ ଜନ୍ମଦିନ ଅବସରରେ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ଅନ୍ତେବାସୀଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି ସମାଜସେବୀ ଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ । ସୂଚନା ଅନୁସାରେ ଆଗଲପୁର ସ୍ଥିତ ବାଘଝୁଲା ଗ୍ରାମର ସମୀର ଦିବ୍ୟାଙ୍ଗ ଟ୍ରଷ୍ଟରେ ପହଂଚି ନିଜ ଜନ୍ମଦିନ ପାଳନ
Read More...

୫ ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘର ଧାରଣା : ଜିଲ୍ଲା ପ୍ରଶାସନକୁ ୭ ଦିନର ମହଲତ

-ଚାଷୀ ମାତିଲେ ସୁନା ଫଳିବ, ଚାଷୀ ତାତିଲେ ନିଆଁ ଜଳିବ - ମହାସଂଘବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୫ ଦଫା ଦାବୀରେ ଜିଲ୍ଲା କୃଷକ ମହାସଂଘର ନେତୃତ୍ୱରେ ଜିଲ୍ଲା ସମସ୍ତ ଚାଷୀ ସଂଗଠନ ଏକ ହୋଇ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ୨୦୨୧ ବର୍ଷର ଖରିଫ ଚାଷ
Read More...

କବିତା : ଯୁଦ୍ଧସ୍ରାବା

ଏଲି ମହାନ୍ତି ଯେତେବେଳେ ଏକୁଟିଆ ସ୍ତ୍ରୀ ଲୋକକୈାଣସି ଉଚ୍ଚ ପର୍ବତର ପାଦଦେଶରେ ଛିଡାହୁଏଲୋକେ ତାକୁ ଅନ୍ୟ ଅନେକ ପାହାଡର କାହାଣୀ ଶୁଣାନ୍ତି ଏକୁଟିଆ ସ୍ତ୍ରୀ ଲୋକପର୍ବତ ଚଢିବାକୁ ଆରମ୍ଭ କରେଲୋକେ ତାକୁ କହନ୍ତି ପାହାଡିଆ ରାସ୍ତାକଥାଜ୍ୟୋତ୍ସ୍ନା ସରୋବର ଓ ପଦ୍ମଫୁଲର ରାତି କଥା
Read More...

ରୁଦ୍ର ପ୍ରସନ୍ନ ଛୁରିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତେଲିଗୋଟପଡାର ଜିଲ୍ଳା ଶିଳ୍ପ କେନ୍ଦ୍ରର ଅବସରପାପ୍ତ କର୍ମଚାରୀ ରୁଦ୍ର ପ୍ରସନ୍ନ ଛୁରିଆ(୭୫ ବର୍ଷ) ପରଲୋକ ହୋଇଛି । କୁଟେନପାଲିର ମୂଳବାସିନ୍ଦା ଶ୍ରୀ ଛୁରିଆ ବହୁ ବର୍ଷ ହେଲା ବଲାଙ୍ଗିର ସହରରେ ରହୁଥିଲେ । ସୋମବାର ଗୁରୁତର ଭାବରେ ବଲାଙ୍ଗିର
Read More...

ପୁଣି ଡରାଉଛି କରୋନା : ଗୋଟିଏ ଦିନରେ ୫୨୩୩ଟି ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮ ହଜାର ପାର୍‌

ନୂଆଦିଲ୍ଲୀ : ବଢ଼ୁଥିବା କରୋନା ମାମଲା ପୁଣିଥରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨୩୩ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଅନେକ ରୋଗୀ ଅନେକ ମାସ ପରେ ରେକର୍ଡ କରାଯାଇଛି । ଏହା ସହିତ
Read More...

ଠାକୁରାଣୀ ଘର ବହୁଡ଼ିଲେ : ମା’ ରାମାୟାଣାମ୍ମା ଶାଶୁ ଘରେ ପହଞ୍ଚିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଵର୍ଣ୍ଣାଢ୍ୟ ସାମାରୋହରେ ଓ ଉତ୍ସବମୁଖର ଭାବେ ପାଳିତ ହୋଇ ଏକ ମାସ ବ୍ୟାପି ସମାହିତ ହୋଇ ଆସିଥିବା ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ମଧ୍ୟରାତ୍ରିରେ ଦେବୀଙ୍କ
Read More...