pakka

ରୁଦ୍ର ପ୍ରସନ୍ନ ଛୁରିଆଙ୍କ ଦେହାନ୍ତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତେଲିଗୋଟପଡାର ଜିଲ୍ଳା ଶିଳ୍ପ କେନ୍ଦ୍ରର ଅବସରପାପ୍ତ କର୍ମଚାରୀ ରୁଦ୍ର ପ୍ରସନ୍ନ ଛୁରିଆ(୭୫ ବର୍ଷ) ପରଲୋକ ହୋଇଛି । କୁଟେନପାଲିର ମୂଳବାସିନ୍ଦା ଶ୍ରୀ ଛୁରିଆ ବହୁ ବର୍ଷ ହେଲା ବଲାଙ୍ଗିର ସହରରେ ରହୁଥିଲେ । ସୋମବାର ଗୁରୁତର ଭାବରେ ବଲାଙ୍ଗିର ବଠମେଡିକାଲରୁ ବରଗଡ ଏକ ଘରୋଇ ମେଡିକାଲକୁ ନେଇ ଆଇସିୟୁ ରେ ଭର୍ତ୍ତି କରିଥିଲେ । ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଅନ୍ତିମ ସମ୍ରୟରେ ତାଙ୍କ ପୁଅ, ୪ ଝିଅ, ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୁତିପଡା ଶ୍ମଶାନରେ ଶେଷ କାର୍ଯ୍ୟ ହୋଇଥିଲା । ତାଙ୍କ ପୁଅ ସୁଶାନ୍ତ ଛୁରିଆ ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

2 × 3 =