Daily Archives

ମନ୍ଥର ହେଉଛି ମୌସୁମୀ, ଅପେକ୍ଷା କରିବାକୁ ପଡିବ

ନୂଆଦିଲ୍ଲୀ : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ଦେଶରେ ମୌସୁମୀକୁ ଅପେକ୍ଷା କରିଛନ୍ତି ଜନସାଧାରଣ । କିନ୍ତୁ ଏବେ ମନ୍ଥର ହେଉଛି ମୌସୁମୀ । ଦେଶର କେନ୍ଦ୍ରୀୟ, ଉତ୍ତର ଏବଂ ପଶ୍ଚିମ ରାଜ୍ୟରେ ମୌସୁମୀ ବିଳମ୍ବ ହୋଇପାରେ । କୁହାଯାଉଛି ଆଗାମୀ ୪-୫ ଦିନ ପାଇଁ ମୌସୁମୀ ମନ୍ଥର ଗତିରେ ଗତି କରିବ
Read More...

ଜେଲରେ ମୁଖତାର ଅନସାରୀଙ୍କ ଯତ୍ନ ନେଉଥିବା ଡେପୁଟି ଜେଲରଙ୍କ ସମେତ ୫ ଜଣ ଜେଲ କର୍ମଚାରୀ ନିଲମ୍ବିତ, ଯୋଗୀ ସରକାର…

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ସରକାର ୟୁପିରେ ବଡ ପଦକ୍ଷେପ ନେଇଛନ୍ତି । ଯୋଗୀ ସରକାର ଜେଲରେ ଥିବା ମାଫିଆ ମୁଖତାର ଅନସାରୀଙ୍କ ଯତ୍ନ ନେଉଥିବା ଡେପୁଟି ଜେଲରଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବାଂଚଳର ଡନ୍ କୁହାଯାଉଥିବା ମୁଖତାର୍
Read More...

ହାଇଦ୍ରାବାଦ ଗ୍ୟାଙ୍ଗ ରେଫ୍‌ ମାମଲାରେ ଗିରଫ ହେଲେ ୫ ଜଣ ନାବାଳକଙ୍କ ସମେତ ୬ ଜଣ, ଜଣେ ଅଭିଯୁକ୍ତ ବିଧାୟକଙ୍କ ପୁଅ

ହାଇଦ୍ରାବାଦ : ଗତ ମାସରେ ତେଲେଙ୍ଗାନାର ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ହାଇଦ୍ରାବାଦ ପୋଲିସ କମିଶନର ସି.ଭି ଆନନ୍ଦ ମଙ୍ଗଳବାର ରାତିରେ ଗଣମାଧ୍ୟମକୁ କହିଛନ୍ତି - ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Read More...

ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର
Read More...

ଉଇହୁଙ୍କା ପରି ଝାପୁଡି କୁଡିଆରେ ଜୀବନ କାଟୁଛନ୍ତି ଦୁଃଖ ଦେଇ

-ଦୁଃଖ ଦେଇଙ୍କ ଭାଗ୍ୟ ଦୀପତଳ ଅନ୍ଧାର ପରିପାଟଣାଗଡ଼, (ଗୋରେଖନାଥ ବରିହା) : ଝାପୁଡି କୁଡିଆରେ ଜୀବନ ଅତିବାହିତ କରୁଛନ୍ତି ୭୦ ବର୍ଷିଆ ବୃଦ୍ଧା । ପଶୁ ପକ୍ଷୀଙ୍କ ଘର ପରି ଦିଶୁଥିବା ୩ ଫୁଟିଆ ଝାପୁଡିରେ ଦୀର୍ଘ ୮ବର୍ଷଧରି ମୁଣ୍ଡଗୁଞ୍ଜୁଛନ୍ତି ଆଦିବାସୀ ମହିଳା ଦୁଃଖ ଦେଇ ବିଶି । ଏହାରି
Read More...

ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ ଏହା କୌଣସି ନାଟକ ର ଡାଇଇକ୍ ନୁହେଁ ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି । ଦୁନିଆରେ
Read More...
error: Content is protected !!