pakka

ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଚଢାଉରେ ଜିଲ୍ଲାପ୍ରଶାସନ ପକ୍ଷରୁ ସଂଜୟ ନାଗ, ସରୋଜ ମହାରଣା, ଲିଙ୍ଗରାଜ ବରିହା, ବୁଦ୍ଧିରାମ ତାଣ୍ଡି, ବାସୁଦେବ ବିଭାରଙ୍କ ସହ ପୋଲିସ ପ୍ରଶାସନ ଉପସ୍ଥିତ ଥିଲା ।

Leave A Reply

Your email address will not be published.

5 × two =