Daily Archives

ବର୍ତ୍ତମାନର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ : ନୂଆ ଯୋଗଦେବେ ଓଡ଼ିଆ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା

ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଓଡ଼ିଆ ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୀର୍ଘବର୍ଷର ବ୍ୟବଧାନ ପରେ ଗଞ୍ଜାମକୁ ପୁଣି ଜଣେ ଓଡ଼ିଆ ଜିଲ୍ଲାପାଳଙ୍କ ନିଯୁକ୍ତି ପ୍ରସଙ୍ଗ ଶୁଣି ଗଞ୍ଜାମ ଜିଲ୍ଲାରେ ତଥା ଛତ୍ରପୁର ସହରରେ ଖୁସିର ଲହରୀ ଖେଳିଯାଇଛି । ଗଞ୍ଜାମ
Read More...

ବଟେଶ୍ୱର ବେଳାଭୂମି, ରଜ ପାଇଁ ପ୍ରବଳ ଭିଡ଼, ଭୋଜିଭାତ ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ଼ ଗ୍ରାମ ଠାରୁ କିଛି ଦୂରରେ ପ୍ରସିଦ୍ଧ ବାବା ବଟେଶ୍ୱର ଶୈବପୀଠ ଅବସ୍ଥିତ । ଝାଉଁ ବଣ ଜଙ୍ଗଲ ମଧ୍ୟରେ ଥିବା ଏହି ମନ୍ଦିରଠୁ ଅଳ୍ପ ଦୂରରେ ବଟେଶ୍ୱର ସମୁଦ୍ର ବେଳାଭୂମି । ଭକ୍ତମାନେ ଲମ୍ବା ଧାଡିରେ ଠାକୁର ଦର୍ଶନ କରିଥିଲେ ।
Read More...

୨୦ ଜୁନରୁ ଗାଇସିଲେଟ ବ୍ଲକର ସରକାରୀ କଳକୁ ଅଚଳ କରିବେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତ ୨୦୨୧ ଖରିଫ ଋତୁରେ ଯେଭଳି ଭାବରେ ମରୁଡି ହୋଇଥିଲା, ତାହା ଚାଷୀ
Read More...

ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଜେଲ ରୋଡ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ସଭପତିତ୍ୱ ଓ
Read More...

ପାଟଣେଶ୍ୱରୀ ମନ୍ଦିର ମରାମତି ପ୍ରସଙ୍ଗ

ସମ୍ପୂର୍ଣ୍ଣ ତଥ୍ୟ ସହ ଜିଲ୍ଲାପ୍ରଶାସକୁ ନିବେଦନ କଲେ ପୂଜକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣେଶ୍ୱରୀ ମନ୍ଦିର ମରାମତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ତଥା ଦେବୋତ୍ତୋର ବିଭାଗ ମନ୍ଦିର ପୂଜକଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପାଇଁ କହିଥିଲେ । ଏ ସମ୍ବନ୍ଧରେ ପୂଜକ ମଳୟ ଦିଶରୀ ଆଜି
Read More...

ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ଙ୍କୁ କବ୍ଚା ପକ୍ଷରୁ ସମ୍ବର୍ଦ୍ଧନା

କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳ ବ୍ଲକ ବସଷ୍ଟାଣ୍ଡ ସ୍ଥିତ ହରି ଶଙ୍କର କଳା ମଣ୍ଡପ ଠାରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଚା) ପକ୍ଷରୁ ସଂଧ୍ୟାରେ ରାଜ୍ୟ ମାନ୍ୟବର ସୂଚନା ଓ ଲୋକ ସଂପର୍କ, ପାନୀୟ ଜଳ ଯୋଗାଣ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଓ
Read More...

କୁତୁର୍ଲା ପେକ୍ସ ଚାଷୀଙ୍କ ସଙ୍ଗୀନ ଅଭିଯୋଗ : ଦୁର୍ନୀତିକୁ ଚାପି ଦେଇଛି ଦୁର୍ନୀତି ନିବାରଣ ବିଭାଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ କୁତୁର୍ଲା ପେକ୍ସର ଚାଷୀମାନେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ମତାନୁସାରେ ଦୁର୍ନୀତିକୁ ଚାପି ଦେଇଛି ଦୁର୍ନୀତି ନିବାରଣ ବିଭାଗ । କୁହାଯାଇଛି ଯେ, କିଛି
Read More...

ବନ୍ଧପଡ଼ା ଓ ଅର୍ଜୁନପୁରରେ ଯୋଗଦେଲେ ୨ ଡ଼ାକ୍ତର

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ଧରି ଫାର୍ମାସିସ୍ ଭରଷାରେ ଚାଳୁଥିବା ବନ୍ଧପଡ଼ା‌ ଓ ଅର୍ଜୁନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଜଣ ନବ ନିଯୁକ୍ତି ଡାକ୍ତର ଯୋଗଦେଇଥିବା ଜଣାପଡ଼ିଛି । ବନ୍ଧପଡ଼ାରେ ଡ.ସ୍ୱୟଂ ଦାଶ ନିଯୁକ୍ତି ପାଇଥିବା ବେଳେ ଅର୍ଜୁନପୁରରେ ଡ.ମହମ୍ମଦ ମୁଫାଜଲ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ଆର.ଉଦୟଗିରି : ଗଜପତି ଏସ୍‌ପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍‌ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି । ପେଟ୍ରୋଲିଂ ଟିମ୍‌ ଝରଣପୁର ଛକ ନିକଟରେ ଏକ ଗାଡ଼ି (ନଂ.ଓଡ଼ି୦୭ପି୩୪୫୧)କୁ ଅଟକାଇ ଥିଲେ । ସେତିକି
Read More...

ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼, ଭିଡ଼ିଓ ଭାଇରାଲ

ମାଲକାନଗିରି : ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି । ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ବାଉଁଶରେ ବାନ୍ଧି ମାଡ଼ ଦିଆଯାଉଥିବା ଭଳି ଏକ ନୃଶଂସ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ମାଲକାନଗିରି ସୀମାନ୍ତ ବଡ଼ଗୋଇ ଅଂଚଳରେ ଏହି ଘଟଣା ଘଟିଛି । ଘଟଣାଟି ଅମାନବିକତାର ଚରମ
Read More...