Daily Archives

ଶୁକ୍ରବାର ଦିନ ଇଡ଼ିର ପଚରା ଉଚରାରେ ସାମିଲ ହେବେ ନାହିଁ ରାହୁଲ ଗାନ୍ଧୀ, ଇଡ଼ିକୁ ଲେଖିଲେ ଚିଠି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରାଉଚରା ଚାଲିଥିବା ବେଳେ ଇଡି ଦ୍ୱାରା ରାହୁଲଙ୍କୁ ପଚରା ଉଚରା ପରେ କଂଗ୍ରେସ ନେତା ସାରାଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଇଡିକୁ ଚିଠି ଲେଖିଛନ୍ତି । ଏଥିରେ ଶୁକ୍ରବାର ସେ
Read More...

ସୋନପୁର ଉପଜିଲ୍ଲାପାଳ ଭାବେ ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପଜିଲ୍ଲାପାଳ ଭାବେ ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କଁହରଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ
Read More...

ବଦଳିଲେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ମ୍ୟୁନିସିପାଲ କମିଶନର : ଆଇଏଏସ୍‌ ସ୍ତରରେ ହେଲା ଅଦଳବଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଇଏଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ବିଏମ୍‌ସି ଓ ସିଏମ୍‌ସି କମିଶନର ବଦଳିଛନ୍ତି । ଗଞ୍ଜାମ ଜିଳାପାଳ ବିଜୟ ଅମୃତ କୁଲାଙ୍ଗେ ଭୁବନେଶ୍ୱର ମ୍ୟୁନିସିପାଲ କମିଶନର ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ ସିଏମ୍‌ସି
Read More...

ନିଖୋଜ ନାବାଳକର ମୃତଦେହ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ କିଛି ଦିନ ତଳେ ଭୁବନେଶ୍ୱର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିରୁ ନିଖୋଜ ହୋଇଥିବା ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଜରିରେ ବନ୍ଧା ଅବସ୍ଥାରେ ବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତକ ପଣ୍ଡାକୁଦିଆ ବସ୍ତିର ବୈଦ୍ୟରାଜ ନାୟକ ।
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡ଼ିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ସଂସ୍କୃତି ଭବନଠାରେ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପୂର୍ବ କ୍ଷେତ୍ର ସହ
Read More...

ଖେଳକୁ ନେଇ ହଣାକଟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସୂର୍ଯ୍ୟନଗର ଦୁର୍ଗାମଣ୍ଡପ ବସ୍ତିରେ ଖେଳକୁ ନେଇ ହଣାକଟା ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖେଳକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଜଣେ
Read More...

ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ପିଚୁଡି ଗାଁରେ ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ୍ୟୁ ଝଟିଥିବା ଜଣାପଡିଛି । ୨ ମୃତ ଯୁବକ ପିଚୁଡି ଓ ଉକାପାଡୁ ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାନୁଯାୟୀ, କୁମ୍ଭିକୋଟା
Read More...

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଦୁର୍ଗାମଣ୍ଡପ ସଭାଗୃହରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲିଆ ଗଡୁଆ ସାଧାରଣ ସଂପାଦକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଯାହାକି
Read More...

ଶାଗୁଆନ କାଠ ଜବତ : ଅଭିଯୁକ୍ତ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରୁ ଏହି ଶାଗୁଆନ କାଠ ଜବତ ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନାନୁଯାୟୀ, ଏମ୍‌.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା ।
Read More...

ଜମି ବିବାଦକୁ ନେଇ ଗୁଳିକାଣ୍ଡ, ୧ ଗୁରୁତର

ଖଲ୍ଲିକୋଟ : ଜମି ବିବାଦକୁ ନେଇ ଗୁଳିକାଣ୍ଡ ଝଟି ଜଣେ ଗୁରୁତର ଥିବା ଜଣାପଡିଛି । ଖଲ୍ଲିକୋଟ ଥାନା ଭିକାପଡରେ ଜମିଜମାକୁ ନେଇ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଭିକାପଡାର ବିରେନ ଦଲେଇ ବୋଲି ଜଣାପଡିଛି । ଜମିଜମାକୁ ନେଇ ବିରେନଙ୍କ
Read More...