Daily Archives

ଯୁବତୀଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକ ଗିରଫ

ଉଦଳା : ଯୁବତୀଙ୍କୁ ଭୟଭୀତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଯୁବକ ଜଣକ ହେଲେ ନଛିପୁର ଗ୍ରାମର କାଳିଆ ସେନାପତି । ସୂଚନା ଅନୁସାରେ ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ ଛିଡା ହୋଇ କୋଳି ଖାଉଥିଲେ । ଏହି ସମୟରେ
Read More...

ଆସାମରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସ୍ଥିତି ଅସଂଭାଳ, ୧୮ ଟି ଜିଲ୍ଲାରେ ପ୍ରାୟ ୭୪ ହଜାର ଲୋକ ପ୍ରଭାବିତ ହୋଇଛନ୍ତି,…

ଦିଶପୁର : ଦେଶର ଆସାମ ରାଜ୍ୟ ପୁଣି ଥରେ ବନ୍ୟା ପରିସ୍ଥିତିକୁ ସାମ୍‌ନା କରିଛି । ଏଥର ପ୍ରବଳ ବର୍ଷା ସହିତ ଭୂସ୍ଖଳନ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେତୁ ରାଜ୍ୟରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଆସାମରେ ପ୍ରବଳ
Read More...

କୃଷି ବୀମା ପ୍ରଦାନ ଦାବୀରେ ଟିକ୍ରାପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଘେରାଉ ଓ ଧାରଣା 

ସଇଁତଲା, (ପ୍ରମୋଦ ସେଲମା) : ଗତ ୨୦୧୮ ମସିହାରେ ଖରିଫ ଫସଲ କୃଷିବୀମା ପ୍ରଦାନ ଦାବୀ ନେଇ ଭାରତୀୟ କିଷାନ ସଂଘ ସଇଁତଲା ବ୍ଲକ ଶାଖା ଆନୁକୂଲ୍ୟରେ ଗୁରୁବାର ଟିକ୍ରାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ସଂଘର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ
Read More...

ପୋଖରୀରେ ବୁଡିଯାଇ ନାବାଳିକା ମୃତ

ଚଣ୍ଡିଖୋଲ : ପୋଖରୀରେ ବୁଡିଯାଇ ନାବାଳିକା ମୃତ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୋଖରୀରେ ବୁଡିଯାଇ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆରୁହା ଗ୍ରାମର ସୁଦାମ ସେଠିଙ୍କ ଝିଅ ସାଙ୍ଗମାନଙ୍କ ସହ ଗ୍ରାମରେ ଥିବା ଏକ ପୋଖରୀକୁ ଗାଧୋଉଥିଲେ । ଗାଧୋଉଥିବା ସମୟରେ ଗୋଡ
Read More...

ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା
Read More...

ବିଲାଇସାଥୀ ଗ୍ରାମରେ ବଜ୍ରାଘାତ ଯୋଗୁଁ ତିନି ଜର୍ସି ଗାଈ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବିଲାଇସାଥୀ ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଝଡ ତୁଫାନ ଘଡଘଡିରେ ଗ୍ରାମର ତେନ୍ତୁଳି ଗଛ ତଳେ ତିନି ଜର୍ସି ଗାଈ ରହିଥିବା ବେଳେ ହଠାତ୍ ବଜ୍ରପାତ ଯୋଗୁଁ ତିନି ଜର୍ସି ଗାଈଙ୍କ ଗଛ ତଳରେ ହିଁ ମୃତ୍ୟୁ ଘଟିଥିଲା । ଉକ୍ତ ଗାଈ
Read More...

ଭାବ ଓ ଭାଷାର ଯୁଗଳବନ୍ଦୀ

ରାମକୃଷ୍ଣ ମଣିଷର ପରିଚୟ ନିର୍ମିତ ହୁଏ ମନ ଓ ହୃଦୟ ପରି ତାର ଚେତନାର ଦୁଇଟି ମୂଖ୍ୟ ଭୂମିରୁ । ମନର ଅଭିବ୍ୟକ୍ତିରୁ ନିର୍ମିତ ହୁଏ ତାର ବ୍ୟକ୍ତିସତ୍ତା ଓ ହୃଦୟର ଅଭିବ୍ୟକ୍ତିରୁ ତାର କବିସତ୍ତା । ପ୍ରତି ମଣିଷର ହୃଦୟରେ ହିଁ ଥାଏ ତାର କବିସତ୍ତା । ଅର୍ଥାତ୍ ପ୍ରତି ମଣିଷ ହୃଦୟରେ ଜଣେ ଜଣେ
Read More...

ସଂସ୍କୃତ ପ୍ରଶିକ୍ଷଣ ବର୍ଗ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ଦ୍ଵାରା ଚାଲିଥିବା ୧୨ ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ଶିବିର ଚାଳକ ପ୍ରଶିକ୍ଷଣ ଓ ଭାଷା ବୋଧନ ବର୍ଗର ସମାରୋପ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟା ୬.୪୫ ସମୟରେ ଅନୁଷ୍ଠିତ
Read More...

କବିତା : ମନର୍ ମରନ୍, ଗୁଟେ ମିଠା ଦରଦ୍

ସାବିତ୍ରୀ ପୁରୋହିତ ଚାଲ…ଫେର୍ ଘାଏନିସରି ଯାଇଥିବାର୍ସେ କାଏଲ୍ କେ ଜିଇଁମା । କେନ୍ତା କଥା ଯେକେନ ବୁଝିହେସି…ସମିଆଁର୍ ଘନାଶାଲେକୁରକୁଟି ହେଇକିଏ କେନେ ସରିଗଲାକିଏ କାହାକେ ସରେଇ ଦେଲା । ଲେତା ଗୁତା ବଂଧୁଅଂଧାରି ଶାଲର୍ ଅଂଧୁହୁଲକେ ଧୁକା ହେଇ ଆଏସନ୍…ଛିଇଁକରି ପଲେଇ ଭି
Read More...

ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ

ଚଣ୍ଡିଖୋଲ : ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ । ଯାଜପୁର ଜିଲ୍ଲା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ
Read More...