Daily Archives

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଠାଗାର ପରିସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ତଥା ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲା ପ୍ରଶାସନର ଆୟୋଜନରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ
Read More...

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ : ବରଗଡ଼ର ୨ ହଜାର ବର୍ଷ ପ୍ରାଚୀନ…

• କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ• ଏଏସଆଇ ଦାୟିତ୍ୱ ନେଲେ ଖନନ କାର୍ଯ୍ୟ, ପରୀକ୍ଷାନୀରିକ୍ଷା, ସମୀକ୍ଷା ଉନ୍ନତଧରଣ ହୋଇପାରିବ• ପ୍ରାଚୀନ ଅଂଶବିଶେଷରୁ ଉକ୍ତସ୍ଥାନଟି ପ୍ରତିଷ୍ଠିତ ବାଣିଜ୍ୟ କେନ୍ଦ୍ର ଥିଲା ବୋଲି
Read More...

ଯୌତୁକଲୋଭୀ ବର ହେଲା ଶିଶୁପାଳ, ବିବାହ କରିବାକୁ ମନା କରିଦେଲା କନ୍ୟା

ଉନ୍ନାଓ : ଯୌତୁକଲୋଭୀ ବର ହେଲା ଶିଶୁପାଳ । ବିବାହ କରିବାକୁ ମନା କରିଦେଲା କନ୍ୟା । ବିବାହ ସଂପନ୍ନ ହେବା ପୂର୍ବରୁ ଭାଙ୍ଗିଲା ବାହାଘର । ଏହା ପରେ ମୁଂଡ଼ ଆଉଁସି ଫେରି ଆସିଲା ବର । ପରିବାରର ସଦସ୍ୟମାନେ ମଧ୍ୟ କନ୍ୟାର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସଫିପୁର କୋତୱାଲିରେ ଯୌତୁକ
Read More...

ତିନିଦିନିଆ ‘ଜାତୀୟ ଯୋଗ ଅଲିମ୍ପିଆଡ’ ସମାରୋହକୁ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭାରତର ଯୋଗ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି- ଧର୍ମେନ୍ଦ୍ର ପ୍ରଧାନ• ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ସାମିଲ କରିବା ପାଇଁ ଏନସିଇଆରଟିକୁ ପରାମର୍ଶ ଦେଲେ• ସ୍କୁଲ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଯୋଗ ଅଲିମ୍ପିଆଡ ଆୟୋଜନ କରାଯିବା ଆବଶ୍ୟକ• ଜାତୀୟ ଶିକ୍ଷା ନୀତିରେ ଛାତ୍ର ଓ ଶିକ୍ଷକଙ୍କ
Read More...

୪ଟି ଜିଲ୍ଲାର ବିଭିନ୍ନ ମାମଲାରେ ଜଡିତ ଥିବା ଡକାୟତ ଗ୍ୟାଙ୍ଗ୍‌ର ୮ ଜଣ ସଦସ୍ୟଙ୍କୁ ଗିରଫ କଲା ଟିଟିଲାଗଡ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ମାମଲାରେ ଜଡିତ ଥିବା ଡକାୟତ ଗ୍ୟାଙ୍ଗ୍‌ର ୮ଜଣ ସଦସ୍ୟଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨୦ଟି ମୋଟର ସାଇକେଲ, ଗୋଟିଏ ଗୋଲ୍ଡ ଲକେଟ୍, ଗୋଟିଏ ଛୁରୀ
Read More...

ଲାଠୋରରେ ବନ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣରେ କାଠ ତିଆରି ସାମାଗ୍ରୀ ଜବତ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲାଠୋରରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ତିଆରି ସାମାଗ୍ରୀ ଜବତ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଲାଠୋର ରେଞ୍ଜର ବନ
Read More...

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ : ଉତ୍ତମ ସମନ୍ୱୟ ମାଧ୍ୟମରେ ଯୋଜନା ଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପାଟଣାଗଡ
Read More...

ବୁଡିଗଲା ମାଛଧରା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୨ ମତ୍ସ୍ୟଜୀବୀ

ଟାଙ୍ଗୀ : କାଳୁପଡାଘାଟ ଏବଂ ସୋରଣ ନିକଟ ଚିଲିକା ମଝିରେ ହାଟବରଡି ଅଞ୍ଚଳର ଡଙ୍ଗା ବୁଡିଯାଇଥିବା ଖବର ମିଳିଛି । ଡଙ୍ଗାରେ ୨ଜଣ ମତ୍ସ୍ୟଜୀବୀ ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କଣାସ ବ୍ଲକ କଉଡିଖୁଣି ଗ୍ରାମର ରଜ କିଶୋର ବେହେରା ପହଁଞ୍ଚି
Read More...

ଆସନ୍ତା ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିବ ସେଲିବ୍ରେସନ କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲିବ୍ରେସନ କମିଟି ତରଫରୁ ଆସନ୍ତା ୨୧ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ସିଭିଲଟାଉନସିପ ସ୍ଥିତ ମଡର୍ଣ୍ଣ ପଡିଆ ଠାରେ ସକାଳ ୬ଟାରୁ ୭ଟା ୩୦ମଧ୍ୟରେ ପାଳନ କରାଯିବ ବୋଲି ଜଣାପଡିଛି । ଏନେଇ ସିଭିଲଟାଉନସିପ ସ୍ଥିତ ଓ ୪/୨ ଠାରେ ଆୟୋଜିତ ଏକ ସାମ୍ବାଦିକ
Read More...

ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୪ ଗିରଫ

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଭୁବନେଶ୍ଵର ୩୧୬ ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିବା ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ ଗିରଫ କରିଥିବା ଜଣାପଡିଛି ।
Read More...