pakka

ବୁଡିଗଲା ମାଛଧରା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୨ ମତ୍ସ୍ୟଜୀବୀ

bbehera

ଟାଙ୍ଗୀ : କାଳୁପଡାଘାଟ ଏବଂ ସୋରଣ ନିକଟ ଚିଲିକା ମଝିରେ ହାଟବରଡି ଅଞ୍ଚଳର ଡଙ୍ଗା ବୁଡିଯାଇଥିବା ଖବର ମିଳିଛି । ଡଙ୍ଗାରେ ୨ଜଣ ମତ୍ସ୍ୟଜୀବୀ ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କଣାସ ବ୍ଲକ କଉଡିଖୁଣି ଗ୍ରାମର ରଜ କିଶୋର ବେହେରା ପହଁଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

Leave A Reply

Your email address will not be published.

thirteen + 18 =