Browsing Tag

tangi news

ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ଦୁର୍ଘଟଣାରେ ଚାଳକ ମୃତ

ଟାଙ୍ଗୀ : ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ତ ଜାତୀୟ ରାଜପଥର ନୂଆଗଡ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାଖରେ ଅଟକି ରହିଥିବା ଏକ ମାଲ୍ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଏକ
Read More...

ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଟାଙ୍ଗୀ : ଚିଲିକା ମଧ୍ୟରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଚିଲିକା ମଧ୍ୟରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଭାସୁଥିବା କେତେକ ମତ୍ସ୍ୟଜୀବୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତ
Read More...

ଦନ୍ତା ନେଲା ଜୀବନ : ୨ମୃତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦନ୍ତାର ପାଦରେ ଗଲା ଦୁଇ ଚାଷୀଙ୍କ ଜୀବନ । ମୃତକଙ୍କ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିବାର ଦିନ
Read More...

ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଟାଙ୍ଗୀ : କଟକ ଟାଙ୍ଗୀ ସ୍ଥିତ ପୁରୁଣା ଟୋଲ ଗେଟ୍ ନିକଟରେ ବସ୍ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ଭାପୁର କପିଳପ୍ରସାଦର ଇନ୍ଦ୍ରମଣି ପ୍ରଧାନ(୪୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ଇନ୍ଦ୍ରମଣି ପ୍ରଧାନ କଟକରୁ ନିଜ
Read More...

୧୭ ଗ୍ରାମର ଧଳା ଜହର ଜବତ : ୨ ଗିରଫ

ଟାଙ୍ଗୀ : ଆଜି ଟାଙ୍ଗୀ ପୋଲିସ ମଙ୍ଗଳାଯୋଡି-ଟାଙ୍ଗୀ ରୋଡ ନିକଟସ୍ଥ ପଣସପୁରପାଟଣା ଗ୍ରାମର ଏକ ନିର୍ମାଣଧୀନ ଘରେ ଚଢ଼ାଉ କରି ୧୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ୨ ନିଶା ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
Read More...

ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା : ୧ ମୃତ, ୬ ଗୁରୁତର

ଟାଙ୍ଗୀ : ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଗୌରଚନ୍ଦ୍ରପୁର ଛକଠାରେ ଆଇଚର୍ ଟ୍ରକ୍ ସହ ପିକଅପ୍ ଭ୍ୟାନ୍ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ଆଜି ସକାଳୁ ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ
Read More...

କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର

ଟାଙ୍ଗୀ : କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କାଶୀପୁର ଗାଁର ଜଣେ ବ୍ୟକ୍ତିଙ୍କ କୂଅରୁ ଜୀବନ୍ତ ଅବସ୍ଥାରେ ଏକ ଗାଡ଼ ଭାଲୁ ଉଦ୍ଧାର ହୋଇଥିବା ଜଣାପଡିଛି । ଟାଙ୍ଗୀ ବନ ବିଭାଗ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ ଭାଲୁକୁ ଉଦ୍ଧାର କରିଛନ୍ତି । ଗାଡ଼
Read More...

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

ଟାଙ୍ଗୀ : ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭା ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା ହେବ ।
Read More...

୭ ମୃତ ବିଦେଶୀ ପକ୍ଷୀ ଜବତ : ଶିକାରୀକୁ ଗିରଫ କଲା ବନ୍ୟ ପ୍ରାଣୀ ବିଭାଗ

ଟାଙ୍ଗୀ : ପୁରୀ ଜିଲ୍ଲା ଆଳିପଡ଼ା ନାଳ କାଳିଜାଇ ମନ୍ଦିର ନିକଟରେ ଜଣେ ଶିକାରୀ ଶିକାର କରି ପକ୍ଷୀକୁ ସାଙ୍ଗରେ ନେଇ ଯାଉଥିବା ସମୟରେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନଙ୍କ ପଞ୍ଝାରେ ଧରାପଡ଼ିଲେ । ଶିକାରୀକୁ ଗିରଫ କରିବାରେ ସଫଳ ହେଲେ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ । ଗିରଫ ହେବା ପରେ
Read More...

ମା’ ଭଗବତୀ ଓ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ – ମନ୍ଦିରର ଉନ୍ନତିକରଣ ଏବଂ…

ଟାଙ୍ଗୀ : ବାଣପୁର ସ୍ଥିତ ମା' ଭଗବତୀ ଓ ଭୁଷଣ୍ଡପୁର ସ୍ଥିତ ମା' ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ସୂଚନାନୁଯାୟୀ, ସୋମବାର ପ୍ରାତଃ ସମୟରେ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ପ୍ରସିଦ୍ଧ ଶକ୍ତିପୀଠ ତଥା ବାଣପୁର ସ୍ଥିତ ମା' ଭଗବତୀ ଏବଂ ଟାଙ୍ଗୀ ନିକଟସ୍ଥ
Read More...