Browsing Tag

tangi news

ଅଟୋରିକ୍ସାକୁ ପିଟିଲା ବାଇକ୍ : ୨ ଗୁରୁତର

ଟାଙ୍ଗୀ : ଟାଙ୍ଗୀ ଥାନା ଅଧିନସ୍ଥ ମଙ୍ଗଳାଯୋଡି ରାସ୍ତାରେ ଏକ ଅଟୋରିକ୍ସା ସହ ବାଇକ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦ୍ୱୟଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ୱର
Read More...

ବାଉଁଶବୁଦାରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଟାଙ୍ଗୀ : ବାଉଁଶବୁଦାରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ଦୁଲ୍ଲଣୀ ଗାଁର ଶାଳିଆ ନଦୀ ବାଉଁଶବୁଦାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
Read More...

୪ ଡକାୟତ ଗିରଫ : ନଗଦ ଟଙ୍କା ସହ ମାରଣାସ୍ତ୍ର ଜବତ

ଟାଙ୍ଗୀ : ଜାତୀୟ ରାଜପଥରେ ଡକାୟତି କରୁଥିବା ବେଳେ ୪ ଡକାୟତଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ସହ ନଗଦ ୧୧ ହଜାର ୫୭୦ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ ପେଟ୍ରୋଲିଂ କରିବା ସମୟରେ ଚଳନ୍ତା
Read More...

ବେଆଇନ ମାଙ୍କଡା ପଥର ଖଣିରେ ଚଢାଉ : ପ୍ରୋକଲିନ୍ ଓ ହାଇୱା ଜବତ, ୭ ଗିରଫ

ଟାଙ୍ଗୀ : ବେଆଇନ ମାଙ୍କଡା ପଥର ଖଣି ଉପରେ ଟାଙ୍ଗୀ ପୋଲିସର ନାଇଟ୍ ଅପରେସନ୍ । ଗୋଟିଏ ପ୍ରୋକଲିନ୍ ସହିତ ୬ଟି ହାଇୱା ଜବତ ହୋଇଛି । ଗାଡି ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ । ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକ ନିକଟରେ ଅଧ ରାତିରେ ପଥର
Read More...

ସିରିଜ୍ ଦୁର୍ଘଟଣାରେ : ୧ ମୃତ, ୧୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଛକ ନିକଟ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ବୋଲେରୋ ସହିତ ଇଟିଗା କାର ଓ ଅଟୋ ମଧ୍ୟରେ ରାମେଶ୍ୱର ଛକ ନିକଟରେ ମୁହାଁମୁହିଁ ଧକ୍କା
Read More...

ବୁଡିଗଲା ମାଛଧରା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୨ ମତ୍ସ୍ୟଜୀବୀ

ଟାଙ୍ଗୀ : କାଳୁପଡାଘାଟ ଏବଂ ସୋରଣ ନିକଟ ଚିଲିକା ମଝିରେ ହାଟବରଡି ଅଞ୍ଚଳର ଡଙ୍ଗା ବୁଡିଯାଇଥିବା ଖବର ମିଳିଛି । ଡଙ୍ଗାରେ ୨ଜଣ ମତ୍ସ୍ୟଜୀବୀ ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କଣାସ ବ୍ଲକ କଉଡିଖୁଣି ଗ୍ରାମର ରଜ କିଶୋର ବେହେରା ପହଁଞ୍ଚି
Read More...

ଯୁବକଙ୍କୁ ଦଳିଦେଲା ଦନ୍ତା

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲ୍ଲା ଗ୍ରାମର ଗିଲୁ ବେହେରାଙ୍କୁ ଦନ୍ତା ଦଳି ଦେଇଥିବା ଜଣାପଡିଛି । ସୂଚନାନୁଯାୟୀ, କୟଥପଲ୍ଲା ଗ୍ରାମର ଗିଲୁ ବେହେରା ଘରୁ ସାଇକେଲ୍ ଯୋଗେ ଜଙ୍ଗଲିଆ ରାସ୍ତା ଦେଇ ମାର୍କେଟ ଆସୁଥିବା ବେଳେ ଏକ ଦନ୍ତା ହାତୀର ଶିକାର ହୋଇଛନ୍ତି । ତାଙ୍କୁ ଆହତ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଟାଙ୍ଗୀ : ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ ଛକ ଜାତୀୟ ରାଜପଥରେ ହାଇଓ୍ବା ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା ହାଇଓ୍ବା । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଘଟଣା
Read More...

ବଜ୍ରାଘାତରେ ଜଣେ ମୃତ ୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ
Read More...

ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଲୁଟ ଅଭିଯୋଗ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡା ଗାଁ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଭାରତ ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁ ସାହୁ ମହିଳା ଗୃପଠାରୁ ଋଣ ଟଙ୍କା
Read More...