pakka

୭ ମୃତ ବିଦେଶୀ ପକ୍ଷୀ ଜବତ : ଶିକାରୀକୁ ଗିରଫ କଲା ବନ୍ୟ ପ୍ରାଣୀ ବିଭାଗ

bbehera

ଟାଙ୍ଗୀ : ପୁରୀ ଜିଲ୍ଲା ଆଳିପଡ଼ା ନାଳ କାଳିଜାଇ ମନ୍ଦିର ନିକଟରେ ଜଣେ ଶିକାରୀ ଶିକାର କରି ପକ୍ଷୀକୁ ସାଙ୍ଗରେ ନେଇ ଯାଉଥିବା ସମୟରେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନଙ୍କ ପଞ୍ଝାରେ ଧରାପଡ଼ିଲେ । ଶିକାରୀକୁ ଗିରଫ କରିବାରେ ସଫଳ ହେଲେ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ । ଗିରଫ ହେବା ପରେ ଶିକାରୀ ନିକଟରୁ ୭ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ପୁରୀ ଜିଲ୍ଲା ଦୋଛିଆଁ ଗ୍ରାମର ୫୨ ବର୍ଷୀୟ ବିଜୟ କୁମାର ସାହୁ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

fourteen − 9 =