pakka

ଦନ୍ତା ନେଲା ଜୀବନ : ୨ମୃତ

bbehera

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦନ୍ତାର ପାଦରେ ଗଲା ଦୁଇ ଚାଷୀଙ୍କ ଜୀବନ । ମୃତକଙ୍କ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିବାର ଦିନ ବିଳମ୍ବିତ ରାତିରେ ଓରଡ ଗାଁର କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ବରିକୋ ଗାଁର ଲକ୍ଷ୍ମୀଧର ବେହେରା ଚାଷ ଜମିକୁ ଯାଇଥିଲେ । ସମ୍ଭାବ୍ୟ ବାତ୍ୟା ଆଗରୁ ଧାନ ଫସଲକୁ ସୁରକ୍ଷା ଦେବା ଏବଂ ହାତୀକୁ ଘଉଡାଇବା ପାଇଁ ଉଭୟ ବିଲକୁ ଯାଇଥିଲେ । କିନ୍ତୁ ଏହି ସମୟରେ ଉଭୟ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହା ଫଳରେ ଉଭୟଙ୍କୁ ଦନ୍ତା ପାଦ ତଳେ ଦଳି ଦେଇ ନେଇଯାଇଛି ଜୀବନ ।

jay balangir
Leave A Reply

Your email address will not be published.

6 − three =