pakka

କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର

bbehera

ଟାଙ୍ଗୀ : କୂଅ ଭିତରୁ ଗାଡ଼ ଭାଲୁ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କାଶୀପୁର ଗାଁର ଜଣେ ବ୍ୟକ୍ତିଙ୍କ କୂଅରୁ ଜୀବନ୍ତ ଅବସ୍ଥାରେ ଏକ ଗାଡ଼ ଭାଲୁ ଉଦ୍ଧାର ହୋଇଥିବା ଜଣାପଡିଛି । ଟାଙ୍ଗୀ ବନ ବିଭାଗ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ ଭାଲୁକୁ ଉଦ୍ଧାର କରିଛନ୍ତି । ଗାଡ଼ ଭାଲୁକୁ ଏବେ ସୁରକ୍ଷିତ ଭାବେ ଭୁଷଣ୍ଡପୁର ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

twenty + 9 =