csstore

୪ଟି ଜିଲ୍ଲାର ବିଭିନ୍ନ ମାମଲାରେ ଜଡିତ ଥିବା ଡକାୟତ ଗ୍ୟାଙ୍ଗ୍‌ର ୮ ଜଣ ସଦସ୍ୟଙ୍କୁ ଗିରଫ କଲା ଟିଟିଲାଗଡ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ମାମଲାରେ ଜଡିତ ଥିବା ଡକାୟତ ଗ୍ୟାଙ୍ଗ୍‌ର ୮ଜଣ ସଦସ୍ୟଙ୍କୁ ଟିଟିଲାଗଡ ପୋଲିସ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨୦ଟି ମୋଟର ସାଇକେଲ, ଗୋଟିଏ ଗୋଲ୍ଡ ଲକେଟ୍, ଗୋଟିଏ ଛୁରୀ ଏବଂ ୧୦ ଟି ମୋବାଇଲ୍ ଫୋନ୍ ଜବତ କରିଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.