Daily Archives

ଯଶୋବନ୍ତଙ୍କ ଟ୍ୱିଟ ପରେ କୈଳାସ ରଇତଙ୍କ ପରିବାରକୁ ଭେଟିଲେ ବ୍ଲକ ପ୍ରଶାସନ

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ନୂଆଗଡ ବ୍ଳକ ପୁଟୁରୁପଡା ପଂଚାୟତର ପୁଟୁରୁପଡା ଗାଁର କୈଳାସ ରଇତ ଓ ସ୍ତ୍ରୀ ରାଙ୍ଗିଙ୍କ ଚାରି ପୁଅଙ୍କୁ ନେଇ ପରିବାର । କୈଳାସଙ୍କ ପରିବାର ଛଅ ଜଣିଆ ପରିବାର ଭଙ୍ଗା ଦଦରା କୁଡ଼ିଆରେ ରହୁଥିଲେ । ପ୍ରତିଦିନ ପେଟପୁରା ଖାଇବାକୁ ସମ୍ବଳ ଅଭାବ, ପୁଣି
Read More...

ଆଶ୍ରମର ୩୦ତମ ପ୍ରତିଷ୍ଠା ଦିବସ ପାଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ଶ୍ରୀମଦ୍ ସ୍ୱାମୀ ବୈରାଗ୍ୟନନ୍ଦ ଜୀ ମହାରାଜଙ୍କର ୨ୟ ପବିତ୍ର ମହାପ୍ରୟାଣ ତଥା ଶ୍ରୀ ରାମକୃଷ୍ଣ ଆଶ୍ରମର ୩୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ମୋଟଗଣ୍ଡା ଆଶ୍ରମ ପରିସରରେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପ୍ରସ୍ତୁତି ପାଇଁ ଟେବୁଲ ଟପ ଏକ୍ସରସାଇଜ ବୈଠକ

ଜିରୋ କାଜୁଆଲିଟି ଉପରେ ଜିଲ୍ଲପାଳଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲପାଳଙ୍କ କାର୍ଯ୍ୟଳୟ ସଭା
Read More...

କୋଶଲ ବିଚାର ମନ୍ଥନ ସମ୍ମିଳନୀ

ବରଗଡ଼, (ନିରୋଜ କୁମାର ପାଣୀ) : କୋଶଲ ସମନ୍ୱୟ ସମିତିର ଆହ୍ୱାନରେ ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡ଼ ଠାରେ କୋଶଲ ବିଚାର ମନ୍ଥନ ସମ୍ମିଳନୀର ଆୟୋଜନ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ କୋଶଲ ସଂଗ୍ରାମୀ, କୋଶଲ ପ୍ରେମୀ ତଥା ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା
Read More...

ପ୍ରକଳ୍ପ ନିର୍ଦେଶକ ଡିଆର୍‌ଡିଏଙ୍କ ଦ୍ୱାରା ସୋନପୁର ବ୍ଲକ କାର୍ଯ୍ୟର ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ନୂତନ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ନିହାର ରଞ୍ଜନ କଁହରଙ୍କୁ ସୋନପୁର ବ୍ଲକ ପ୍ରଶାସନ ତରଫରୁ ବ୍ଲକ ସଭା ଗୃହରେ ଏବିଡ଼ିଓ ଶଶିଭୂଷଣ ପ୍ରଧାନ ଓ ଅନ୍ୟ ବ୍ଲକ କର୍ମଚାରୀ ପ୍ରମୁଖ ସ୍ୱାଗତ କରିଥିଲେ । ପରେ ପରେ ପ୍ରକଳ୍ପ ନିର୍ଦେଶକ ବ୍ଲକର
Read More...

ଅବ୍ୟବସ୍ଥା ଘେରରେ ଲାଲ ବାହାଦୁର ଶାସ୍ତ୍ରୀ ବିଦ୍ୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ କେବଳ ସହର ନୁହେଁ, ସମଗ୍ର ପଦ୍ମପୁର ଉପଖଣ୍ଡରେ ନାଁ ରହିଛି । ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଅଭିଭାବକଙ୍କ ସହଯୋଗରେ ବିଦ୍ୟାଳୟର ବେଶ୍ ସୁନାମ ରହିଛି । କିନ୍ତୁ ବିଭାଗୀୟ
Read More...

‘ମୋ ମା’ ଯେତିକି ସରଳ ସେତିକି ଅସାଧାରଣ’’ : ମା’ଙ୍କ ଜୀବନର ୧୦୦ତମ ବର୍ଷରେ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍ ଲେଖିଲେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ
Read More...

ମା’

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ମା’, ଏହା କେବଳ ଏକ ଶବ୍ଦ ନୁହେଁ । ଏହା ଜୀବନର ଏମିତି ଏକ ଭାବନା ଯେଉଁଥିରେ ସ୍ନେହ, ଧୈର୍ଯ୍ୟ, ବିଶ୍ୱାସ, ଏମିତି କେତେ କ’ଣ ସମାହିତ ହୋଇ ରହିଛି । ଦୁନିଆର ଯେକୌଣସି ପ୍ରାନ୍ତ ହେଉ, ଯେକୌଣସି ଦେଶ ହେଉ, ପ୍ରତ୍ୟେକ ସନ୍ତାନର
Read More...

ସୋପାନ ଯୋଜନା ଉପରେ ଆଲୋଚନା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଓଡିଶା ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଚାଲିଥିବା ସୋପାନ ଯୋଜନା ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନୱାଡ଼ି (ଖ) କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନା
Read More...

ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ୍‌ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ୍‌ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ
Read More...