Daily Archives

କଂଗ୍ରେସ କହିଲା – ରାଜସ୍ଥାନରେ ବିଜେପି ପୂର୍ବରୁ ବିଫଳ ହୋଇଛି, ଏଥର ମଧ୍ୟ ବିଫଳ ହେବ

ଜୟପୁର : ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନରେ ​​ବିଜେପିକୁ ଦୋଷାରୋପ କରି କଂଗ୍ରେସ ବୁଧବାର କହିଛି ଯେ, ପୂର୍ବରୁ ଅଶୋକ ଗେହଲୋଟ୍ ସରକାରକୁ ହଟାଇବା ଷଡଯନ୍ତ୍ରରେ ବିଜେପି ପ୍ରଥମେ ବିଫଳ ହୋଇଥିଲା ଏବଂ ଏଥର ମଧ୍ୟ ସଂସଦର ଉଚ୍ଚ ସଦନ ନିର୍ବାଚନରେ ମଧ୍ୟ ​​ବିଫଳ ହେବ । କଂଗ୍ରେସର ମୁଖ୍ୟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ପାଖରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ବୁଧବାର ସନ୍ଧ୍ୟା ସମୟରେ ଘଟିଯାଇଛି । ସୂଚନା ଅନୁଯାୟୀ କିନ୍ଦରିଟାଲ ନିବାସୀ ନିରଞ୍ଜନ ବେହେରାଙ୍କ ପୁତ୍ର ଚନ୍ଦନ ବେହେରା (୧୮) ଏବଂ ସେହି ଗ୍ରାମର ମୁକୁନ୍ଦ
Read More...

ମାସ୍କ, ହେଲମେଟ ପିନ୍ଧିନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିବା ଏବଂ କୋଭିଡ -୧୯ ସହ ଜଡିତ ନିୟମକୁ ଉଲଂଘନ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଏକ କଡ଼ା ଖବର । ବାସ୍ତବରେ, ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଯେଉଁ ଦିଲ୍ଲୀ ପୋଲିସ ଅଧିକାରୀମାନେ ହେଲମେଟ ବିନା ଦୁଇ ଚକିଆ
Read More...

ନୁତନ ବସ୍‌ ଟର୍ମିନାଲକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି

ଜିଲ୍ଲାପାଳ ଓ ରାଜ୍ୟ ପରିବହନ ନିଗମ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ କ୍ଷେତ୍ର ପରିଦର୍ଶନ ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବସ୍‌ ଟର୍ମିନାଲକୁ ଅତିଶୀଘ୍ର କାର୍ୟ୍ୟକ୍ଷମ କରାଯିବ । ଏନେଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୮ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ ୧୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଗଞ୍ଜାମ ଜିଲ୍ଲାରେ ଆରମ୍ଭହେଲା ଜଳସମୃଦ୍ଧି ଯୋଜନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମ ଓ ସହରାଞ୍ଚଳରେ ଥିବା ଜଳାଶୟ ଗୁଡିକର ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନାକୁ "ଜଳ ସମୃଦ୍ଧି" ଯୋଜନା ଭାବେ ନାମକରଣ କରାଯାଇଛି । ଗଞ୍ଜାମ
Read More...

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଓ ୟୁଥ୍ ମୁଭମେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ ( ୱାଇଏମ୍‌ଏଫ୍‌ଆଇ )ର ମିଳିତ ଆନୁକୂଲ୍ୟରେ ଆସନ୍ତା ୫ ତାରିଖରେ ହେବାକୁ ଥିବା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ର
Read More...

ରକ୍ତ ପୃଥକୀକରଣ ବିଭାଗକୁ କାର୍ଯ୍ୟକ୍ଷମ ପାଇଁ ପୁଣି ଦାବୀ ଜଣାଇଲା ନିଷ୍ଠା ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନରୁ ବରଗଡ଼ ଜିଲ୍ଲାର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପୃଥକୀରଣ ବିଭାଗର ଶୁଭ ଉଦ୍‌ଘାଟନ ହୋଇ ସ୍ଥାଣୁ ଅବସ୍ଥାରେ ପଡିଅଛି । ଏ ନେଇ ନିଷ୍ଠା ପରିବାର ତରଫରୁ ଅନେକ ଥର ଦାବୀ ତଥା ଧାରଣା ଦିଆଯାଇଥିଲା । ଧାରଣାକୁ ବରଗଡ଼ ଜିଲ୍ଲାର ଅନେକ ସାମାଜିକ
Read More...

ଆଦର୍ଶ ଶିକ୍ଷକ ବାସୁଦେବ ମୁଗ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଖଲିଆପାଲି ପଞ୍ଚାୟତ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମୁଗ୍ରୀଙ୍କୁ ଗତକାଲି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷକ ସଂଗଠନର ସଂପାଦକ ପ୍ରଦୀପ ଖମାରୀଙ୍କ
Read More...

ଚତୁର୍ଥ ଦିନରେ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ବରଡୋଲ ଗ୍ରାମରେ ପାଞ୍ଚଦିନ ଧରି ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଆଜି ବୁଧବାର ଦିନ ଚତୁର୍ଥ ଦିବସରେ କାର୍ତ୍ତିକ, ଗଣେଶ ତଥା ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ନାନ
Read More...