Daily Archives

କଳାହାଣ୍ଡି ଜିଲ୍ଲାରେ ବାତ୍ୟା ଓ ବନ୍ୟାର ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଓ…

କଳାହାଣ୍ଡି, (ପି.କେ. ସାହୁ) : ଶନିବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଟେବୁଲ ଟପ୍ ଅଭ୍ୟାସର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପଜିଲ୍ଲାପାଳ, ଭବାନୀପାଟଣା
Read More...

ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚ କାର୍ଯ୍ୟକାରୀ ବୈଠକ

ରାଜ୍ୟ ବୁଦ୍ଧିଜୀବୀ ମଂଚ ପ୍ରତିଷ୍ଠା ଦିବସ ଅଗଷ୍ଟରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ଭବନ ବଲାଙ୍ଗିର ଠାରେ ରାଜ୍ୟ ଯାଦବ ବୁଦ୍ଧିଜୀବୀ ମଂଚର କାର୍ଯ୍ୟକାରୀ ସଦସ୍ୟ ଏବଂ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ ସଭାପତି ଛବିଳ
Read More...

ବାହାଘର ଭୋଜି ହେଲା କାଳ : ପୋଖରୀରେ ବୁଡି ନାବାଳିକା ମୃତ, ୨ ଗୁରୁତର

ଜଳେଶ୍ୱର : ବନ୍ଧୁ ଘରକୁ ବିବାହ ଭୋଜି ଖାଇବାକୁ ଆସି ତିନି ନାବାଳିକା ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ରେମୁ ଗ୍ରାମର ଗଦାଧର ଜେନାଙ୍କ ଘରେ ଅନୁଷ୍ଠିତ
Read More...

ପେନ୍‌କାକ୍‌ ସିଲାଟ ପ୍ରଶିକ୍ଷଣ ଶିବର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତ୍ରିଦିବସୀୟ ପେନ୍‌କାକ୍‌ ସିଲାଟ୍‌ ପ୍ରଶିକ୍ଷଣ ଶିବର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଟାଉନ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତ ରାଏ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରମୋଦ ରଥ, ୪ତମ ଡନ୍‌ ବ୍ଲାକ ବେଲ୍ଟ ଯୋଗ ଦେଇ ଛାତ୍ର
Read More...

ବିଷ ପିଇ ଯୁବକଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମିଳିଥିବା ସୂଚନାନୁସାରେ ଗାଁର ମାନରଞ୍ଜନ ପ୍ରଧାନୀ(୩୦) କୀଟନାଶକ ପିଇ ଘରକୁ ଫେରିଥିଲେ । ସେ ଅସୁସ୍ଥ ହେବାରୁ ପରିବାର ଲୋକ ତୁରନ୍ତ କୋମନା
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବ୍ଲକସ୍ତରୀୟ ଗଣ୍ଡାବଜା ମହୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କୁତୁମୁଣ୍ଡା ଗ୍ରାମରେ ମୁହୁରି କଳା ପରିଷଦ ଦ୍ୱାରା ଆୟୋଜିତ ଗଣ୍ଡାବଜା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ହିମାଂଶୁ କୁମ୍ଭାରଙ୍କ ଆବାହନରେ ଅନୁଷ୍ଠିତ ସଭାରେ ଜୟନ୍ତ କୁମ୍ଭାର ସଭାପତିତ୍ୱ କରିଥିଲେ । ପ୍ରଥମେ ଅଧ୍ୟାପକ
Read More...

ବଜ୍ରପାତରେ ବାପା-ପୁଅ ସମତେ ୪ ମୃତ

ନୂଆପଡା, (ନିରାକାର ମେହେର) : ବଜ୍ରପାତରେ ବାପା-ପୁଅ ସମତେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋମନା ଥାନା ଦେଓଦର୍ହା ପଞ୍ଚାୟତର ମଲିକମୁଣ୍ଡା ଗ୍ରାମରେ ଏକ ପରିବାର ନିଜ ଘର ଉପରେ ଟିଣ ପକାଉଥିବା ସମୟରେ ବର୍ଷା ହୋଇଥିଲା । ସମସ୍ତେ ଟିଣ ତଳକୁ ଚାଲି ଆସିଥିଲେ ।
Read More...

ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଡ୍ରାଇଭର

ଆଠଗଡ : କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ଦେଇ ତେନ୍ତୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ କାନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ
Read More...

ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ୨ ଗିରଫ

ବିନିକା : ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିବା ସୂଚନା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ବିଳମ୍ବିତ ରାତ୍ରୀରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସ୍‌ଟିଏଫ୍‌ ପଞ୍ଝାରେ ଦୁଇଜଣ
Read More...