Daily Archives

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

କରଞ୍ଜିଆ : ଅଭୟାରଣ୍ୟରେ ବନବିଭାଗ ଗୁରୁବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡିଛିି । ଶିକାରୀଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ ହୋଇଛି । ସୂଚନାନୁଯାୟୀ, ଗୁରୁବାର ରାତିରେ ବନବିଭାଗ ପେଟ୍ରୋଲିଂ କରୁଥିବା
Read More...

ବାରବାଟୀରେ ପୋଲିସ ଡିଜି ସୁନୀଲ ବଂଶଲ

କଟକ : ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏହି ସମୟରେ ପୋଲିସ ଡିଜିଙ୍କ ସହ ଆଇନଶୃଙ୍ଖଳା ଏଡିଜି ଆର୍‌କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ ।
Read More...

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥର ୨୪ ଦିନ ଧରି ଚାଲିବ ମୌସୁମୀ ଅଧିବେଶନ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ଅଧିବେଶନ କାଳରେ ଗୃହରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ । ପ୍ରଥମ ଦିନରେ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ
Read More...

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚରେ ମାସ୍କ ନାହିଁ ତ ଷ୍ଟାଡିୟମକୁ ଏଣ୍ଟ୍ରି ନାହିଁ

କଟକ : ବାରବାଟୀରେ ଟି-ଟୋଣ୍ଟି ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ମାସ୍କ ନଥିଲେ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଭିତରକୁ ଛଡାଯିବ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।
Read More...

ବଲାଙ୍ଗିର ଜିଲ୍ଲାର ୧୦୦ ଗୋଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ହାଇସ୍କୁଲ ଗୁଡ଼ିକର ୫-ଟି ରୂପାନ୍ତିରଣ କ୍ରମରେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହି ଧାରା ଜାରି ରହିଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ରୂପାନ୍ତରିତ ହୋଇଥିବା ୧୦୦ ଗୋଟି ହାଇସ୍କୁଲକୁ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ୧୫ ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ବିଭିନ୍ନ ଷ୍ଟେକ ହୋଲଡରଙ୍କୁ ନେଇ ଏକ ସଚେତନତା ସଭା ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ସଭାପତିତ୍ୱରେ
Read More...

ନିଆଁରେ ପୋଡି ହୋଇ ଯୁବତୀ ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପରଜଙ୍ଗ ଥାନା ବାମ ଗ୍ରାମରେ ନିଆଁରେ ପୋଡିହୋଇ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ମିଳିଛି । ମୃତ ଯୁବତୀ ଜଣକ ହେଲେ ଲିପ୍ତରେଖା ମାହାନ୍ତ । ରୋଷେଇ କରୁଥିବା ବେଳେ ନିଆଁରେ ପୋଡି ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର
Read More...

୪୭ ଜଣଙ୍କୁ ଜମି ପଟ୍ଟା ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ତହସିଲଦାରଙ୍କ ଦ୍ୱାରା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଏଚ୍‌.ବୁରୁଡ଼ି ଗ୍ରାମରେ ରାଜସ୍ୱ ରଥ ମାଧ୍ୟମରେ ୪୭ ଜଣ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ତହସିଲଦାର ଅରୁଣ କୁମାର ନାୟକଙ୍କ
Read More...

ଭିଜିଲାନ୍ସ ଜାଲରେ ଏଏସ୍‌ଆଇ

ଖୋର୍ଦ୍ଧା : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ଥାନା ଏଏସ୍‌ଆଇ ଭଗବାନ ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ ବୋଲାଗଡ଼ ଅଞ୍ଚଳର ସୁକାନ୍ତି ପଟ୍ଟନାୟକଙ୍କ ପୁଅ ନାମରେ ଏକ ମାମଲା ରହିଥିଲା । ମାମଲାରେ ଦଫା କୋହଳ ସହ ଗିରଫଦାରୀଙ୍କୁ ଏଡାଇବାକୁ ଭଗବାନ ୬ହଜାର ଟଙ୍କା
Read More...

ରାଞ୍ଚିରେ ନମାଜ ପରେ ହିଂସା : ମନ୍ଦିରରେ ପଥର ଫିଙ୍ଗିବା ପରେ ପୋଲିସର ଗୁଳିରେ ୧ ଜଣଙ୍କ ମୃତ୍ୟୁ, ୭ ଜଣ ଆହତ

ରାଞ୍ଚି : ଭବିଷ୍ୟ‌ତବକ୍ତାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଶୁକ୍ରବାର ଦିନ ରାଞ୍ଚିରେ ନମାଜ ପରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହୋଇଥିଲା । ଅଗ୍ନିକାଣ୍ଡ ଓ ପଥର ଫିଙ୍ଗିବା କାରଣରୁ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲା । ପୋଲିସ ଗୁଳିରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
Read More...