Daily Archives

ଗୋଟିଏ ମଣ୍ଡପରେ ଦୁଇ ପ୍ରେମିକାଙ୍କୁ ବାହାହେଲା ପ୍ରେମିକ : ଦୁଇ କନ୍ୟା ନିଜ ପିଲାମାନଙ୍କ ସହିତ ମଣ୍ଡପରେ ବସିଲେ, ବର…

କୋଣ୍ଡାଗାଓଁ : ଛତିଶଗଡର କୋଣ୍ଡାଗାଓଁରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ତାଙ୍କ ଦୁଇ ଗାର୍ଲଫ୍ରେଣ୍ଡଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି । ବିଶେଷ କଥା ହେଲା, ବର ଜଣକ ହେଉଛନ୍ତି ଦୁଇଟି ସନ୍ତାନର ପିତା । ଉଭୟ ଗାର୍ଲଫ୍ରେଣ୍ଡଙ୍କ ଠାରୁ ତାଙ୍କର ଜଣେ ଲେଖାଏଁ ଝିଅ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ରୁ ଅଧିକ ବୟସ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଚାକିରିରୁ ବହିଷ୍କାର ହେଲେ ଭିଜିଲାନ୍ସ ଇନ୍‌ପେକ୍ଟର

ଭୁବନେଶ୍ୱର : ଜଣେ ବ୍ୟକ୍ତିଙ୍କଠାରୁ ୨୦ ଲକ୍ଷ ଟଙ୍କା ଦାବୀ କରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଭିଜିଲାନ୍ସ ଇନ୍‌ପେକ୍ଟର ଶ୍ରୀମତୀ ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଭାରତର ସମ୍ବିଧାନ ଅନୁଚ୍ଛେଦ ୩୧୧(୨)(ବି) ନିୟମ ଅନୁଯାୟୀ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ
Read More...

ପଦ୍ମପୁର ପୋଲିସ ହାତରେ ଡ୍ରଗ୍ସ ବେପାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ସମୟରେ ପଡୋଶୀ ଛତିଶଗଡ଼ରୁ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀ ଏହି ଅଞ୍ଚଳକୁ ଚୋରାଚାଳାଣ ହୋଇଥାଏ । ଏନେଇ ପ୍ରଶାସନ ଓ ପୋଲିସ ବହୁ ସମୟରେ ଖବର ପାଇ ବହୁ ନିଶାଦ୍ରବ୍ୟ ଜବତ
Read More...

ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖ ରେ ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟିକୁ ବିପର୍ଯ୍ୟୟରୁ ରକ୍ଷା କରିବା ଏହାର
Read More...

ବ୍ଲକ୍ କଂଗ୍ରେସ୍‌ର ନୂତନ କର୍ମକର୍ତ୍ତା ନିର୍ବାଚିତ : ରୁଦ୍ର ପ୍ରତାପ ସିଂ ସଭାପତି, କିଶୋର ମହନନ୍ଦ୍ ସାଧାରଣ ସମ୍ପାଦକ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ବ୍ଲକ୍ ସଭାପତି ରୁଦ୍ରପ୍ରତାପ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୁଦ୍ର ପ୍ରତାପ ସିଂ ସଭାପତି, ପଦ୍ମଲୋଚନ ସାହୁ ଓ ପ୍ରକାଶ ରଣା ଉପସଭାପତି, କିଶୋର
Read More...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଆସନ୍ତା ୧୨ ତାରିଖ ରବିବାର ଦିନ ସାଢେ ୧୦ଟା ବେଳେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟରେ ପାଳନ
Read More...

୫ ଦିନ ହେଲା ଅନ୍ଧାରରେ ଲରମ୍ଭା ବାଗପଡାବାସୀ : ନୂତନ ଟ୍ରାନ୍ସଫମର ଲଗାଇବା ପାଇଁ ବିଭାଗୀୟ ଏସ୍‌ଡିଓଙ୍କୁ ଦାବୀପତ୍ର…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଧୁନିକ ସମାଜରେ ବିଜୁଳି ଆଲୁଅର ଆବଶ୍ୟକତା ସମସ୍ତେ ହୃଦୟଙ୍ଗମ କରିପାରୁଥିବେ । ବିଜୁଳି ଆଲୁଅ ନହେଲେ ଜୀବନ ଅତିବାହିତ କରିବା ବର୍ତମାନ କଷ୍ଟକର । କାରଣ ଟିଭି, ମୋବାଇଲ୍‌ଠାରୁ ଆରମ୍ଭ କରି ବିଦ୍ୟୁତ ଚାଳିତ ଯନ୍ତ୍ରପାତି ସବୁ ବିଜୁଳି ବିନା ଅଚଳ ହୋଇପଡେ ।
Read More...

ଚାଷୀଙ୍କୁ ଏଚ୍‌ଡିଏଫ୍‌ସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର ଅଭିଯୋଗ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତ ପ୍ରକାରର ନୀତି ନିୟମକୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ କରିଥିବା ଚାଷମାନଙ୍କ ଆବେଦନକୁ ବହୁ ସଂଖ୍ୟାରେ ଏଚ୍‌ଡ଼ିଏଫ୍‌ସି ବୀମା କମ୍ପାନୀ ଖାରଜ କରି ଦେଇଥିବା ନେଇ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଚାଷୀମାନଙ୍କ ଭିତରେ
Read More...

ବୃକ୍ଷ ରୋପଣ ଏବଂ ପ୍ଲାଷ୍ଟିକ୍‌ ବର୍ଜନ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଲେ ସିଏନ୍‌ସି ଛାତ୍ରଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଏକ ପ୍ରତିନିଧି ଦଳ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।
Read More...