pakka

ଗୋଟିଏ ମଣ୍ଡପରେ ଦୁଇ ପ୍ରେମିକାଙ୍କୁ ବାହାହେଲା ପ୍ରେମିକ : ଦୁଇ କନ୍ୟା ନିଜ ପିଲାମାନଙ୍କ ସହିତ ମଣ୍ଡପରେ ବସିଲେ, ବର କହିଲା – ମୁଁ ପ୍ରେମରେ ପଡିଛି, ସାରା ଜୀବନ ପ୍ରେମ ପାଳିବି

bbehera

କୋଣ୍ଡାଗାଓଁ : ଛତିଶଗଡର କୋଣ୍ଡାଗାଓଁରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି । ଜଣେ ଯୁବକ ତାଙ୍କ ଦୁଇ ଗାର୍ଲଫ୍ରେଣ୍ଡଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି । ବିଶେଷ କଥା ହେଲା, ବର ଜଣକ ହେଉଛନ୍ତି ଦୁଇଟି ସନ୍ତାନର ପିତା । ଉଭୟ ଗାର୍ଲଫ୍ରେଣ୍ଡଙ୍କ ଠାରୁ ତାଙ୍କର ଜଣେ ଲେଖାଏଁ ଝିଅ ଅଛନ୍ତି । ବିବାହ କରିବାକୁ ଉଭୟ ପ୍ରେମିକା ନିଜ ଝିଅମାନଙ୍କ ସହିତ ବିବାହ ମଣ୍ଡପରେ ପହଞ୍ଚିଥିଲେ । ବିବାହ ପରେ ବର କହିଛନ୍ତି ଯେ, ମୁଁ ଉଭୟଙ୍କ ପ୍ରେମରେ ପଡିଛି, ବର୍ତ୍ତମାନ ମୁଁ ସେମାନଙ୍କୁ ଜୀବନସାରା ସମ୍ଭାଳିବି । ପ୍ରେମ ପାଳିବି । ଏହି ବିବାହ କେଶକାଲ୍‌ର ଇରାଗାଓଁ ଅଞ୍ଚଳର ଉମଲା ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

2 × 5 =