Daily Archives

ବର୍ଷା ବିତ୍ପାତ, ଗଛ ସହ ବିଦ୍ୟୁତ ଖମ୍ବ ଭାଙ୍ଗିଲା

ମ.ରାମପୁର, (ହେମନ୍ତ ସାହୁ) : ବର୍ଷା ଆରମ୍ଭରୁ ବିତ୍ପାତ ଆରମ୍ଭ । ବର୍ଷା ସହ ପବନ ଯୋଗୁଁ ଗଛ ଓ ବିଦ୍ୟୁତ୍‌ ଖମ୍ବ ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଛି । ଘର ଉପରେ ପଡ଼ିଛି ଗଛ ଓ ରାସ୍ତାରେ ବି । ବିଦ୍ୟୁତ ଖମ୍ବ ମଧ୍ୟ ଭାଙ୍ଗି ପଡ଼ିଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ରଜ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତିର ସଭାପତି ସବିତା ସାହୁଙ୍କ ଆବାହକତ୍ୱରେ ଏକ ରଜ ମିଳନ କାର୍ଯ୍ୟକ୍ରମ ଛେଣ୍ଡ୍ କଲୋନୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ସଙ୍ଗୀତ ସହ ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ
Read More...

ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡରେ ଜଳିଗଲା ଘର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭାଥାନା ପାଲଙ୍ଗ ପଂଚାୟତ ନିମୁସୁଲା ଗ୍ରାମରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ବୁଧବାର ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି । ଏହି ଅଗ୍ନିକାଣ୍ଡରେ ସେହି ଗ୍ରାମର ବିନୋଦ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି । ଅନ୍ୟ ଘରକୁ
Read More...

ବାଲିଗୁଡାରେ ରଜ ମଉଜ ପାଳିତ : ଗାଇଲେ ରଜ ଗୀତ, ଖେଳିଲେ ଦୋଳି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ଓଡିଶାରେ ତିନି ଦିନିଆ ରଜ ପର୍ବ ଧୁମ୍‌ଧାମ୍‌ରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକର ଉପାନ୍ତ ଗାଁ ଗୁଡିକରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି । ବିଭିନ୍ନ ଗାଁ ଗହଳିରେ ଧାମ୍‌ଧାମ୍‌ରେ ଘରେ ଓ
Read More...

ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ, ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା…

ରାୟପୁର : ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ । ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ଛତିଶଗଡର ଜାଂଜଗିରରେ ପାଞ୍ଚ ଦିନ ଧରି ଚାଲିଥିବା ସବୁଠୁ ବଡ ଉଦ୍ଧାର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ରାହୁଲ ସାହୁ ନାମକ ଜଣେ ୧୧ ବର୍ଷ
Read More...

ଆଇଡିଆଲ କୋଚିଂ ସେଣ୍ଟରରେ ରଜ ଉତ୍ସବ ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଲୁଡା ସ୍ଥିତ ଆଇଡିଆଲ କୋଚିଂ ସେଣ୍ଟରରେ ପବିତ୍ର ରଜ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ ସଭାପତିତ୍ୱ କରିବା ସହ ରଜ ଦୋଳିର ଶୁଭ ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି
Read More...

ୱାଟର ପାର୍କରେ ଦୁର୍ଘଟଣା : ସୁଇମିଂ ପୁଲକୁ ଓହ୍ଲାଇବା ମାତ୍ରେ ସ୍ଲାଇଡିଂ ବୋଟ୍‌ ଯୁବକଙ୍କ ଉପରେ ମାଡ଼ିଗଲା, ଯୁବକଙ୍କ…

ଜାମସେଦପୁର : ଝାଡ଼ଖଣ୍ଡର ଜାମସେଦପୁରରୁ ଏକ ୱାଟର ପାର୍କରେ ଏକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଆଖି ପିଛୁଳାକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ପୂର୍ବ ସିଂହଭୂମର ଘାଟଶିଲା ଗାଲୁଡିହ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ବିର୍ସା ଫନ୍‌ ସିଟି ୱାଟର ପାର୍କରେ ଏହି ଦୁର୍ଘଟଣା ଘଟିଛି
Read More...

ରାଞ୍ଚି ହିଂସା : ବ୍ୟବସାୟୀମାନେ ୧୨୦୦ କୋଟି ଟଙ୍କା କ୍ଷତି ସହିଲେ, ଅନେକ କ୍ଷେତ୍ରରେ ଧାରା ୧୪୪ ବଳବତ୍ତର

ରାଞ୍ଚି : ଜୁନ୍ ୧୦ରେ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଥିବା ହିଂସା ଓ ଦଂଗା ପରେ ଏବେ ଧୀରେ ଧୀରେ ଏହି ଘଟଣାରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି ସହର। ଗତ ଚାରି ଦିନ ମଧ୍ୟରେ ଦଂଗାକାରୀଙ୍କ ଯୋଗୁଁ ରାଜଧାନୀର ବ୍ୟବସାୟ ଛିନ୍‌ଛତର୍‌ ହୋଇଯାଇଛି । ଝାଡ଼ଖଣ୍ଡ ଚାମ୍ବର ଅଫ୍ କମର୍ସ ଅନୁଯାୟୀ,
Read More...

ଦିଲ୍ଲୀରେ କରୋନା ପୁନର୍ବାର ବୋବାଲ କଲା, ଗୋଟିଏ ଦିନରେ ୧୩୭୫ ନୂତନ ସଂକ୍ରମିତଙ୍କ ଚିହ୍ନଟ ପରେ ବଢ଼ିଲା ଆଶଂକା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ଭାଇରସ୍ ବୋବଲ କରିଛି । ଗତ ତିନି-ଚାରି ଦିନ ଧରି କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ଏକ ହଜାରରୁ ଅଧିକ ନୂତନ
Read More...

ଭାରତୀୟ ଜନତା ପାର୍ଟି ଜିଲ୍ଲା ଶାଖା ଦ୍ୱାରା କଂଟାବାଂଜିରେ ଗରିବ କଲ୍ୟାଣ ସଭା

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କଠାରେ ପହଂଚାଇବା ଦଳର ମୁଖ୍ୟ ଆଭିମୁଖ୍ୟ କଂଟାବାଂଜି, (ମନୀଷ କୁମାର ହଂସ) : ଭାରତୀୟ ଜନତା ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖାଦ୍ୱାରା ଗୁରୁବାର ସଂଧ୍ୟାରେ ସ୍ଥାନୀୟ ମାନସ ଭବନଠାରେ ଗରିବ କଲ୍ୟାଣ ସଭା ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
Read More...