Daily Archives

ବିଶ୍ୱ ରକ୍ତଦାତା ଦିବସ ଅବସରରେ ସଚେତନତା ବାର୍ତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ପରିସରରେ ବଲାଙ୍ଗିରର ବିଭିନ୍ନ ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ରକ୍ତଦାନ ଦିବସ ଅବସରରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ରେଡକ୍ରସର କର୍ମକର୍ତ୍ତାମାନେ ଆସି ଏହି ଅବସରରେ
Read More...

କବିତା : ପ୍ରେମ

ଲିଲି ପଟେଲ ଶିରା ପ୍ରଶିରାରେ ମଧୁର ଟଙ୍କାରହୃଦ ରଂଗମଂଚେ ଅଭୁଲା ଝଙ୍କାରସମ୍ମାନେ ଯତନେ ସ୍ୱତନ୍ତ୍ର ସଂସ୍କାରଅଭିଳାଶ ଶୂନ୍ୟ ସ୍ନେହ ଅଳଙ୍କାରବୋଧେ ଏ ସଂଜ୍ଞାଟି ପ୍ରେମର ! ନିଃଶ୍ୱାସେ ପ୍ରଶ୍ୱାସେ ଅକୁହା ଫୁତ୍‌କାରଉନ୍ମୁକ୍ତ ହୃଦୟ ଅନିନ୍ଦ୍ୟ ସତ୍‌କାରପରଶ ଦର୍ଶନ ଶୂନ୍ୟ ଅଭିସାରମନର
Read More...

ନିଜସ୍ୱ ମତ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ କାହିଁକି ବିରୋଧ କରାଯିବା ଦରକାର ?

ଦତ୍ତାନନ୍ଦ ପଣ୍ଡା ୧. ଏହା ଲଗାଇଲା ପରେ ଗାଡି ଚୋରି ହେଲେ ଚାଳକକୁ ତୁରନ୍ତ କ୍ଷତି ପୂରଣ ମିଳିବ ଏବଂ ଏଥିପାଇଁ ପୋଲିସ୍ ଷ୍ଟେସନକୁ ଯାଇ ଚାଳକକୁ ଏଫଆଇଆର ଦେବାକୁ ପଡିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେବା ଦରକାର।୨. କିରୋସିନରେ ପୋଛିଲେ ଏହି ହାଇ ସିକ୍ୟୁରିଟି ପ୍ଲେଟର ନମ୍ବର
Read More...

ଇସ୍ପାତ ଫିଟନେସ୍‌ ପାଥ୍‌ରେ ରଜ ଉତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଦାନ) : ସେକ୍ଟର ୧୯ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ଇସ୍ପାତ ଫିଟ୍‌ନେସ୍‌ ଏଲାଇଟ୍‌ ଗୃପ୍‌ ତରଫରୁ ରଜ ମହୋତ୍ସବ ପାଳନ କରାଯାଇଛି । ଏଲାଇଟ୍‌ ଗୃପର ବରିଷ୍ଠ ସଦସ୍ୟ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯକ୍ରମରେ ରାଉରକେଲା ଇସ୍ପାତ କାରଖାନାର
Read More...

ବିଶ୍ୱ ରକ୍ତଦାତା ଦିବସ ପାଳିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ରକ୍ତ ଭଣ୍ଡାର ତରଫରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ନୂତନ ରକ୍ତଦାତା ସୃଷ୍ଟି କରିବା ନିମନ୍ତେ ଏକ ସଚେତନ ଶୋଭାଯାତ୍ରା କରାଯାଇଥିଲା । ଭୀମ ଭୋଇ ମେଡିକାଲ କଲେଜର ଇନ୍‌ଚାର୍ଜ
Read More...

ବଜ୍ରପାତରେ ଗଛ ପୋଡି ପଡିଯିବାରୁ ରାସ୍ତାବନ୍ଦ

ଅଗ୍ନିଶମ ବିଭାଗ ଆସି ଗଛ କଟିଲା ପରେ ସ୍ୱଭାବିକ ହେଲା ସ୍ଥିତି କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରୁ ରିଷିଡା ସଂଯୋଗ କରୁଥିବା ଜିଲ୍ଲା ମୁଖ୍ୟରାସ୍ତା ତଥା ପୂର୍ତ୍ତ ବିଭାଗ ରାସ୍ତା ମଦନପୁରରୁ ଅଲାତରା ରାସ୍ତା ମଝି ପୋଲ ପାଖରେ ଗତକାଲି ସନ୍ଧ୍ୟାରେ ହୋଇଥିବା
Read More...

ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ୍‌ରେ ଓଡ଼ିଶାରୁ ଯୋଗ ଦେଲେ ଦାରିଙ୍ଗବାଡ଼ି ହୋଟେଲ୍ ସଂଘ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ତିନିଦିନିଆ ସର୍ବ ଭାରତୀୟ ଟୁରିଷ୍ଟ ଫେଷ୍ଟିବାଲ ବାଙ୍ଗାଲୁରୁର କୋଲକତାର ଖୁଡିରାମ ଇଣ୍ଡର ଷ୍ଟାଡିୟମରେଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ହୋଟେଲ ଆସୋସିଏସନ୍‌ ଯୋଗ ଦେଇ ଓଡ଼ିଶା
Read More...

ପାକିସ୍ତାନରେ ଦୁର୍ବଳ ଅର୍ଥନୈତିକ ଅବସ୍ଥା : ଲୋକଙ୍କୁ ଚା’ ବ୍ୟବହାର ହ୍ରାସ ପାଇଁ ସରକାରଙ୍କ ନିବେଦନ

ଇସଲାମାବାଦ : ଦୁର୍ବଳ ଅର୍ଥନୈତିକ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ ଚା ’ବ୍ୟବହାରକୁ କମ୍ କରିବାକୁ ପାକିସ୍ତାନ ବର୍ତ୍ତମାନ ନାଗରିକମାନଙ୍କୁ ଅନୁରୋଧ କରିଛି । ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ
Read More...

ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁରେ ନଦୀରେ ଗାଧୋଇବା ବେଳେ କୁମ୍ଭୀରଠାରୁ ଅଳ୍ପକେ ବର୍ତ୍ତିଲେ ମହିଳା । ମହିଳାଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସୂଚନାନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ ରାଉଳିଆ ଗାଁର
Read More...

ଯୌତୁକ ନିର୍ଯ୍ୟାତନା ମାମଲାରେ ଆହ୍ଲାବାଦ ହାଇକୋର୍ଟର ବଡ ନିଷ୍ପତ୍ତି – ୨ ମାସ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ…

ପ୍ରୟାଗରାଜ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ବୈବାହିକ ମାମଲାରେ ଏଫଆଇଆର ପଞ୍ଜିକରଣ ହେବା ପରେ ନାମିତ ଅଭିଯୁକ୍ତଙ୍କ ବିରୋଧରେ ଦୁଇ ମାସର 'କୁଲ୍‌ ଟାଇମ୍‌' ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଉ । ଜଷ୍ଟିସ ରାହୁଲ ଚତୁର୍ବେଦୀ
Read More...