Daily Archives

ବିସ୍ଫୋରଣ ଘଟି ୭ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ବିସ୍ଫୋରଣ ଘଟି ୭ ଗୁରୁତର ହୋଇଥିବା ଜଣାପଡିଛି । ଘର ଭିତରେ ବିସ୍ଫୋରଣ ହେଲା ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ । ଗୋଟିଏ ପରିବାରର ୭ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।
Read More...

ରାଷ୍ଟ୍ରପତି ନିର୍ବାଚନ : ଦିଲ୍ଲୀରେ ବିରୋଧୀ ବୈଠକ ଜାରି, ମହାତ୍ମା ଗାନ୍ଧୀଙ୍କ ନାତି ବିରୋଧୀ ଦଳର ପ୍ରାର୍ଥୀ…

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ବିରୋଧୀ ଦଳ ମାନଂକର ନେତାଙ୍କ ଏକ ବୈଠକ ଚାଲିଛି । ଏହି ବୈଠକରେ ଶରଦ ପାୱାର, ପିସି ଚାକୋ, ଆରଜେଡି ସାଂସଦ ମନୋଜ ଝା, ଅମର ଅବଦୁଲ୍ଲା, ମେହବୁବା ମୁଫତି, ଏଚଡି ଦେବ ଗୌଡା,
Read More...

ବଜ୍ରପାତରେ ନାବାଳିକା ମୃତ

ଉଦଳା : ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ନାବାଳିକା ଜଣକ ହେଲେ ଶରତ ଥାନା କଟୁରିଆ କଟୁରିଆ ଗ୍ରାମର ଗୁମି ମୁର୍ମୁ ବୋଲି ଜଣାପଡିଛି । ସୂଚନା ଅନୁସାରେ କଟୁରିଆ ଗ୍ରାମର ଗୁମି ମୁର୍ମୁ ମଙ୍ଗଳବାର ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ବସିଥିଲେ । ହଠାତ୍ ବର୍ଷରାହେବା
Read More...

ରଥଖଳାରେ କାମ କରୁଥିବା ବେଳେ ସେବାୟତଙ୍କ କଟିଗଲା ଆଙ୍ଗୁଠି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ରଥଖଳାରେ କାମ କରୁଥିବା ସମୟରେ ସେବାୟତ ବିଷ୍ଣୁପ୍ରସାଦ ଭୋଇଙ୍କର ଡାହାଣ ହାତ ଆଙ୍ଗୁଠି କଟି ଯାଇଥିବା ଜଣାପଡିଛି । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Read More...

ନିର୍ମାଣାଧିନ ସିନାପାଲି ଶିବ ମନ୍ଦିର କମିଟି ଗଠିତ

ସିନାପାଲି, (ନିରାକାର ମେହେର) : ସିନାପାଲି ସହରର ଉଦନ୍ତୀ ନଦୀ କୂଳରେ ନିର୍ମାଣାଧିନ ଭବ୍ୟ ଶିବ ମନ୍ଦିରର ପରିଚାଳନା କମିଟି ଗଠନ କରାଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିବ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତରାନ୍ୱିତ କରିବା ପାଇଁ ଆଲୋଚନା
Read More...

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସେକ୍ଟର ୧୬ ସ୍ଥିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ କରାଯାଉଛି । ସାହିତ୍ୟ ଘର କେବଳ ସାହିତ୍ୟ ଭିତରେ ସିମୀତ ନରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ନିଜ ସାମାଜିକ ପ୍ରତିବଦ୍ଧତାର ପରିଚୟ
Read More...

ପାଇକମାଲ ସବଷ୍ଟେସନରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରାମିଷ ଖାଦ୍ୟ ସହ ପନିପରିବା ଫଳ ମୂଳ ଖାଇ ନିୟମିତ ବ୍ୟୟାମ କଲେ ଶରୀର ସୁସ୍ଥ ରହିବା ସହ ଅକାଳ ମୃତ୍ୟୁରୁ ରକ୍ଷା ମିଳିବ ବୋଲି ଆଜି ପାଇକମାଲ ବିଦ୍ୟୁତ ସବଷ୍ଟେସନରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ବଡ ଶତପଥି ପ୍ରକାଶ କରିଛନ୍ତି । ପାଇକମାଲ
Read More...

ସିନାପାଲିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ

ନୂଆପଡ଼ା, (ନିରାକାର ମେହୋର) : ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ସହ ବିରଳ ହାତୀବେଶ ଅନୁଷ୍ଠିତ ହୋଇଛି । ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ପହଣ୍ତିରେ ସ୍ନାନବେଦୀକୁ ଅଣାଯାଇଥିଲା । ବିଧି ମୁତାବକ ପୂଜା ପରେ
Read More...

ପ୍ରାଣୀ ଚିକିତ୍ସାଧିକାରୀଙ୍କ ବଦଳିକୁ ବିରୋଧ କରି ଅଫିସରେ ତାଲା ମାରିଲେ ଚାଷୀ : ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହେଡ଼କ୍ୱାଟରରେ ଥିବା ପ୍ରାଣୀ ଚିକିତ୍ସାଧିକାରୀଙ୍କ ପୁଇଁତନ୍ତା ବ୍ଲକକୁ ବଦଳି ହୋଇଥିବା ଖବର ଜାଣିବା ପରେ ଆଜି ସଇଁତଲା ବ୍ଲକ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଲା
Read More...

ସମ୍ବଲପୁରୀ କବିତା ସଂକଳନ ‘ଆସୁଛେ ସମିଆଁର କହଁର’ ଲୋକର୍ପିତ

ସମ୍ବଲପୁର : ଆବେଗ, ଅନୁଭବ ଓ ଅନ୍ୱେଷା ଏହି ତିନୋଟି ଗୁଣ ନେଇ କବି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିପାରେ । କବିତାରେ ଚିତ୍ରକାଳ୍ପିକ ଉପସ୍ଥାପନା, ଶବ୍ଦ ଓ ଭାବ ଗୁମ୍ଫନ ଆଦିରେ ଏହି ଗୁଣତ୍ରୟର ଯଥେଷ୍ଟ ଅବଦାନ ରହିଥାଏ ବୋଲି ଆଜି ‘ଅନ୍ୟା’ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଶିଷ୍ଟ ଓଡିଆ
Read More...