Daily Archives

ଦେଶରେ ପୁଣି ଘନାଉଛି କରୋନା ବିପଦ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୯ ହଜାର ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ପୁଣି ଘନାଉଛି କରୋନା ବିପଦ । କରୋନା ମାମଲା ପୁଣି ଥରେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ, ୮,୮୨୨ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ କରୋନା ସଂକ୍ରମଣ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
Read More...

ମନରେଗା ଯୋଜନାରେ ମେସିନ କରୁଛି କାମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୨୦ଟି ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାର କାମ ମେସିନରେ ଚାଲିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରୋଜେକ୍ଟରେ ଜିଲ୍ଲା ବିଭାଗୀୟ କତ୍ତୃପକ୍ଷଙ୍କ ଟାର୍ଗେଟ ଅନୁଯାୟୀ ୫୨୨ଟି ଫାର୍ମପଣ୍ଡ
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ତିନି ସତ୍ୟାଗ୍ରହୀଙ୍କ ଦେହାନ୍ତ : ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଦ୍ୱାରା ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ଚାଳିଥିବା ଐତିହାସିକ "ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ" ଆନ୍ଦୋଳନରେ ସତ୍ୟାଗ୍ରହୀ ଥିବା ୩ ଜଣ ଆନ୍ଦୋଳନକାରୀଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ପାଇକମାଲ ଥାନା
Read More...

୧୧୬୭ ଚାଳକଙ୍କ ଠାରୁ ୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜଧାନୀରେ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନକୁ ଆହୁରି ତ୍ବରାନ୍ବିତ କରିଛି । ଗତ ୧୦ ଦିନ ମଧ୍ୟରେ ୧୧୬୭ ଚାଳକଙ୍କ ଠାରୁ ୫ ଲକ୍ଷ ୮୪ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେବଳ ୧୩ ତାରିଖ ରାତିରେ ୧୩୫
Read More...

ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନରେ ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ଏକାଧିକ ରାଜ୍ୟକୁ ପଛରେ ପକାଇ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ଜାତୀୟ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।
Read More...

ତାତିରୁ ମିଳିବ ତ୍ରାହି : ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର : ଅସଂଭାଳ ତାତିରୁ ମିଳିବ ତ୍ରାହି । ବର୍ଷାରେ ଛୁଇଁବ ଓଡ଼ିଶା । ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି କୁହାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାଟଣା : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ କୁମୁଲାବାହାଲି ଗାଁରେ ଘନଶ୍ୟାମ ମୁଣ୍ଡା (୬୨) ଆଜି ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘନଶ୍ୟାମ ଆଜି ଭୋର ବେଳେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ
Read More...

ସ୍ନାନ ପରେ ଅଣସର ଘରେ ଶ୍ରୀଜିଉ

ପୁରୀ : ସ୍ନାନ ପରେ ଅଣସର ଘରେ ଏବେ ଶ୍ରୀଜିଉ । ସ୍ନାନଯାତ୍ରାରେ ଶହେ ଆଠ ଗରା ସୁବାସିତ ଜଳରେ ଠାକୁର ସ୍ନାନ କଲେ । ସ୍ନାନପରେ କାଲିଠାରୁ ଚତୁର୍ଦ୍ଧା ମୂର୍ତ୍ତି ଅସୁସ୍ଥ ହୋଇପଡିଥିବା ବେଳେ ରାତି ୨ଟାରେ ଅଣସର ପିଣ୍ଡିକୁ ଠାକୁରମାନଙ୍କୁ ନିଆଯାଇଛି । ଅଣସର ଘରକୁ ନେବା ପରେ ଶ୍ରୀଜିଉଙ୍କ ସୁନା
Read More...

ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଶିଶୁଙ୍କ ନିମନ୍ତେ ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ, ଜିଲ୍ଲପାଳଙ୍କ ସ୍ୱତନ୍ତ୍ର ଆଗ୍ରହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଶିଶୁ ଯତ୍ନ ଅନୁଷ୍ଠାନ ସୋନପୁରରେ ରହୁଥିବା ବାପା, ମାଆ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ, ସେବା ଓ ଯତ୍ନ ଆବଶ୍ୟକ କରୁଥିବା କୋମଳମତି ଶିଶୁଙ୍କ ଆବେଗ ଓ ଉତ୍କଣ୍ଠାକୁ ହୃଦୟଙ୍ଗମ କରି ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ସ୍ୱତନ୍ତ୍ର ଆଗ୍ରହ ପ୍ରଦାନ କରି
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ଅଧିନସ୍ଥ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଥୁଆପଦର ଗ୍ରାମର ନାଳ ନିକଟରେ ଏକ ଅଜଣା ବ୍ୟକ୍ତିର ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ଦୀର୍ଘ
Read More...