Daily Archives

୮ମ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଘନିପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଡବେଗୁନିଆପଡା ପରିସରରେ ମଙ୍ଗଳବାର ସକାଳ ୭ଟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୂଆଲ କ୍ଲବ, ଘୋରଡିଆ ପକ୍ଷରୁ ୮ମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ
Read More...

ଓଡ଼ିଶା ମାଟିର ସୁପୁତ୍ରୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଓଡ଼ିଶା ମାଟିର ସୁପୁତ୍ରୀ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ ।
Read More...

ମହିଳା ମହବିଦ୍ୟାଳୟରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଏନଏସଏସ ଓ ରେଡକ୍ରସର ମିଳିତ ଆନୁକୁଲ୍ୟରେ "ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ" ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

କିଶାନ ଏବଂ ଯୁବକମାନଙ୍କ ସମନ୍ୱୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସ୍ଥିତ ଯାଦବ ଭବନଠାରେ କଂଗ୍ରେସ ସୋସିଆଲିଷ୍ଟ ଫୋରମ୍‌ର ଓଡ଼ିଶା ପାଇଁ ପ୍ରଥମ ଗଣତନ୍ତ୍ର ବଂଚାଅ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର, ସମ୍ବଲପୁର,
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡ.ଟେମରାମ ଦେହେରିଙ୍କ ତତ୍ୱାବଧାନରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡ଼ିକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଲଖନପୁର ପ୍ରାଥମିକ
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ପାଳନ ହୋଇଯାଇଛି । ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ସୌରଭ ପଧାନ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହିତ ଯୋଗ ଦିବସ ଅବସରରେ ଛାତ୍ରମାନଙ୍କୁ ସାମୁହିକ ଯୋଗ କରାଇଛନ୍ତି । ଯୋଗ
Read More...

ଓଡ଼ିଶା ଷ୍ଟେଟ ବ୍ରିଗେଡ ବିଦ୍ୟାଳୟରେ ଯୋଗ ଦିବସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମୋହନଗିରୀ ଷ୍ଟେଟ ବ୍ରିଗେଡ ବିଦ୍ୟାଳୟରେ ଆଜି ଯୋଗ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଦିବାକର ସାହୁଙ୍କ ଅଧ୍ୟକ୍ଷତାରେ ଯୋଗ ପ୍ରଶିକ୍ଷକ ଭାବରେ ଏକଲ ଅଭିଯାନ ତରଫରୁ ଅଞ୍ଜନ ପାତ୍ର, ସୁରେନ୍ଦ୍ର ପ୍ରଧାନ ଯୋଗ
Read More...

ବିଜେପି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମ.ରାମପୁର, (ହେମନ୍ତ ସାହୁ) : ବିଜେପି ସରକାର ବିରୋଧରେ ଆଜି କଂଗ୍ରେସ ବିକ୍ଷୋଭ ପକ୍ଷରୁ କରାଯାଇଛି । ମ.ରାମପୁର ବ୍ଲକ୍ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂଙ୍କ ନେତୃତ୍ୱରେ ସ୍ଥାନୀୟ ଚାରି ଛକ ଠାରେ ବିକ୍ଷୋଭ ସହିତ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଏଥିରେ
Read More...

ଲାହାଡି ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍‌ରେ ଅଘଟଣ : ଯୁବକ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଲାହାଡ଼ି ଗ୍ରାମ ନିକଟ ବୁଢ଼ା ନଦୀ ପୋଲ ନିର୍ମାଣ କ୍ୟାମ୍ପ୍‌ରେ ଅଘଟଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କ୍ୟାମ୍ପରେ ଥିବା ପେଟି ଠିକାଦାର
Read More...

ଇସ୍ପାତ ସହରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ 'ମାନବତା ପାଇଁ ଯୋଗ' ବିଷୟ ନେଇ ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଇସ୍ପାତ ନଗରୀର ବିଭିନ୍ନ ଅନୁଷ୍ଠାନ ତରଫରୁ ଏହି ଯୋଗ ଦିବସ ପାଳନ କରାଯାଇଛି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଏହା
Read More...