Daily Archives

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡାଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ୨୦୨୨ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ସିଆର୍‌ପିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୩ ଯବାନ ସହିଦ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ମାଓବାଦୀଙ୍କ ଗୁଳିରେ ୩ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ ବୋଡେନ୍ ପାଟଦର୍ହା ଜଙ୍ଗଲରେ ସିଆର୍‌ପିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଏହି ସମୟରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ
Read More...

ଜିଲ୍ଲା କଂଗ୍ରେସର ଚିନ୍ତନ ବୈଠକ

ନେତା କର୍ମୀ ଶୃୃଙ୍ଖଳିତ ହେଲେ ଦଳ ଆଗକୁ ଯିବକଂଗ୍ରେସ ଦଳର ଉତ୍ଥାନ ହେଲେ ଦେଶ ବଞ୍ଚିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଜାତୀୟ କଂଗ୍ରେସ ଏପରି ଏକ ରାଜନୈତିକ ଦଳ ଯାହାର ଉତ୍ପତ୍ତି ଦେଶର ସ୍ୱାଧିନତା ସଂଗ୍ରାମରୁ ହୋଇଥିଲା । ଏହି ଦଳ ଓ ଏହାର ନେତାଙ୍କ ତ୍ୟାଗ, ବଳିଦାନ ଓ ଶୃଙ୍ଖଳା
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି କେ.ଭି. କଲେଜ ପରିସରରେ ମଙ୍ଗଲବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶାରିରୀକ ଓ ମାନସିକ ବିକାଶ ପାଇଁ ଯୋଗାଭ୍ୟାସ ଏକ ମାତ୍ର ଉତ୍ତମ ମାଧ୍ୟମ । ଏଣୁ ଯୋଗାଭ୍ୟାସକୁ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଅଧ୍ୟକ୍ଷ ସତ୍ୟବ୍ରତ
Read More...

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମହୀଶୂର ଠାରେ ବିଶାଳ ଯୋଗ ପ୍ରଦର୍ଶନରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ମହୀଶୂର ଯୋଗ କାର୍ଯ୍ୟକ୍ରମ ସହ ଦେଶର ୭୫ଟି ଐତିହ୍ୟ ସ୍ଥଳରେ ଗଣ ଯୋଗାଭ୍ୟାସ ପ୍ରଦର୍ଶନକୋଟି କୋଟି ଜନସାଧାରଣଙ୍କ ଅଂଶଗ୍ରହଣ ସହ ଦେଶ ବ୍ୟାପୀ ଅନେକ ସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ଗଣ ଯୋଗାଭ୍ୟାସ ପ୍ରଦର୍ଶନ“ଯୋଗ ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ଏହା ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ”“ଯୋଗ
Read More...

ପଦ୍ମଶ୍ରୀ ବାବା ଯୋଗେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାଂସ୍କୃତିକ ସଂଗଠନ “ସଂସ୍କାର ଭାରତୀ”ର ସଂସ୍ଥାପକ ବାବା ଯୋଗେନ୍ଦ୍ରଙ୍କ ମହାପ୍ରୟାଣ ଗତ ୨ ମଇ ୨୦୨୨ରେ ହୋଇଥିଲା । ସେ ଭାରତୀୟ କଳା ଓ ସଂସ୍କୃତି କ୍ଷେତ୍ରରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବା ଦିଗରେ ନିଜକୁ ଉତ୍ସର୍ଗୀକୃତ କରି ପଦ୍ମଶ୍ରୀ
Read More...

ଓଡ଼ିଶାର ୩ଟି ସ୍ଥାନ ସମେତ ଦେଶବ୍ୟାପୀ ୭୫ଟି ଐତିହ୍ୟ ସ୍ଥଳୀରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

• କୋଣାର୍କ, ପୁରୀ ଏବଂ ଖିଚିଂରେ ଆୟୋଜିତ ଯୋଗ ଦିବସ କାର୍ୟ୍ୟକ୍ରମର ନେତୃତ୍ୱ ନେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହେନ୍ଦ୍ର ନାଥ ପାଣ୍ଡେ ଏବଂ ବିଶ୍ୱେଶ୍ୱର ଟୁଡୁ ଭୁବନେଶ୍ୱର, (ପିଆଇବି) : ମଙ୍ଗଳବାର ବିଶ୍ୱ ବ୍ୟାପୀ ପାଳିତ ହୋଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି କ୍ରମରେ
Read More...

ପରଧିଆପାଲି ଓ ବୈଦିପାଲି ବନ ସୁରକ୍ଷା ସମିତିକୁ ବିଭିନ୍ନ ସାମଗ୍ରୀ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଜଙ୍ଗଲ ଯୋଜନା ଅନ୍ତର୍ଗତ ପରଧିଆପାଲି ଓ ବୈଦିପାଲି ବନ ସୁରକ୍ଷା ସମିତିକୁ ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବଲାଙ୍ଗିର ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସଭା ଆୟୋଜନ କରି ଭୋଜି
Read More...

ଓଁ ଶାନ୍ତି ଯୋଗପୀଠର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଁ ଶାନ୍ତି ଯୋଗପୀଠ ଦ୍ୱାରା ସ୍ଥାନୀୟ ରାଜେନ୍ଦ୍ର ପାର୍କ ସାମ୍ନାରେ ଆଜି ସକାଳୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶିକ୍ଷକ ବିନୟ କୁମାର ମିଶ୍ର ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ କାର୍ଯ୍ୟକ୍ରମ ପରେ ସଭାପତି ନାରାୟଣ ପାଢୀ
Read More...

ଦରମା ଓ ମଜୁରୀ ମିଳି ନଥିବାରୁ ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ଅଶାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ସିଜିନାଲ କର୍ମଚାରୀ ଚପରାସୀ, ମୁନସୀ, ଚେକର, ସର୍କଲ ଚେକର, ବନ୍ଧେଇ ଚେକର, ହେଡ ଚେକର ଆଦିଙ୍କ ଦରମା ଚଳିତ ବର୍ଷ ଠିକ୍‌ ସମୟରେ ମିଳୁ ନଥିବାରୁ ପଦ୍ମପୁର ଡିଭିଜନରେ କାର୍ଯ୍ୟରତ ୧୧୩୦ ଜଣ ସିଜିନାଲ
Read More...