pakka

ସିଆର୍‌ପିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ୩ ଯବାନ ସହିଦ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡାରେ ମାଓବାଦୀଙ୍କ ଗୁଳିରେ ୩ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ନରେ ବୋଡେନ୍ ପାଟଦର୍ହା ଜଙ୍ଗଲରେ ସିଆର୍‌ପିଏଫ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ଏହି ସମୟରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ ହୋଇଛନ୍ତି ।

jay balangir
Leave A Reply

Your email address will not be published.

19 − nine =