pakka

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ପାଳନ ହୋଇଯାଇଛି । ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ସୌରଭ ପଧାନ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହିତ ଯୋଗ ଦିବସ ଅବସରରେ ଛାତ୍ରମାନଙ୍କୁ ସାମୁହିକ ଯୋଗ କରାଇଛନ୍ତି । ଯୋଗ ଛାତ୍ରମାନଙ୍କ ଶରୀର ଏଵଂ ମନକୁ ପ୍ରଫୁଲ୍ଲିତ ଓ ସ୍ଥିର କରିବାରେ ବିଶେଷ ଭାବରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି ଓ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ସେଠୀ ସମସ୍ତ ସହକର୍ମୀ ଓ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

thirteen − five =