pakka

ବିଜେପି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

bbehera

ମ.ରାମପୁର, (ହେମନ୍ତ ସାହୁ) : ବିଜେପି ସରକାର ବିରୋଧରେ ଆଜି କଂଗ୍ରେସ ବିକ୍ଷୋଭ ପକ୍ଷରୁ କରାଯାଇଛି । ମ.ରାମପୁର ବ୍ଲକ୍ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂଙ୍କ ନେତୃତ୍ୱରେ ସ୍ଥାନୀୟ ଚାରି ଛକ ଠାରେ ବିକ୍ଷୋଭ ସହିତ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ଥିଲା । ଏଥିରେ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ବିଭୁତି ଭୁଷଣ ମହାଖୁଡ, କଂଗ୍ରେସ କର୍ମୀ ଚମରା ବଗର୍ତ୍ତୀ, ପ୍ରଭାକର ନାଗ, ଯୋଶୋଦା ନାଗ, ପ୍ରକାଶ ଚନ୍ଦ୍ର ମାଝୀ, ଲବୀର୍ ଭୋଇ, କିଶୋର ମହାନନ୍ଦ, ଲଙ୍ଗେ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

12 − 5 =