Daily Archives

ଜାଂଜଗିରରେ ବୋରୱେଲ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କାର୍ଯ୍ୟ ଜାରି : ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର କରାଯିବ ବୋଲି…

ରାୟପୁର : ଜାଂଜଗିରରେ ବୋରୱେଲ ଗର୍ତ୍ତ ଭିତରୁ ରାହୁଲକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୁରକ୍ଷିତ ଭାବେ ରାହୁଲକୁ ଉଦ୍ଧାର କରାଯିବ ବୋଲି ରେସ୍‌କ୍ୟୁ ଟିମ୍‌ ପକ୍ଷରୁ ଦାବୀ କରାଯାଇଛି । ଆଉ ମାତ୍ର ଅଳ୍ପ ସମୟ ମଧ୍ୟରେ ରାହୁଲକୁ ଉଦ୍ଧାର କରାଯିବ ବୋଲି କୁହାଯାଉଛି । ରାହୁଲ ସାହୁ ନାମକ ଜଣେ
Read More...

ଆସନ୍ତା କାଲି ପୁଣି ରାହୁଲ ଗାନ୍ଧୀ ହାଜର୍‌ ହେବେ ଇଡ଼ି ପାଖରେ

ନୂଆଦିଲ୍ଲୀ : ଆସନ୍ତା କାଲି ପୁଣି ରାହୁଲ ଗାନ୍ଧୀ ହାଜର୍‌ ହେବେ ଇଡ଼ି ପାଖରେ । ଏନେଇ ଇଡ଼ି ସମନ୍‌ ଜାରି କରିଛି । ସୂଚନାଯୋଗ୍ୟ ଯେ, ଗତକାଲି ଦୀର୍ଘ ୧୦ ଘଂଟା ଏବଂ ଆଜି ଦୀର୍ଘ ୯ ଘଂଟା ଇଡ଼ି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜେରା କରାଯିବା ପରେ ଆସନ୍ତା କାଲି ପୁଣି ସେ ଇଡ଼ି ପାଖରେ ଉପସ୍ଥିତ
Read More...

ଦଙ୍ଗାକାରୀଙ୍କ ଫଟୋ ଜାରି କଲା ପୋଲିସ, ସହରରେ ଲାଗିଲା ହୋର୍ଡିଂ-ପୋଷ୍ଟର

ରାଞ୍ଚି : ରାଞ୍ଚି ପୋଲିସ ଶୁକ୍ରବାର ଦିନ ହିଂସା ଓ ବିଶୃଙ୍ଖଳା ସହ ଜଡିତ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ କରିଛି । ରାଞ୍ଚି ପୋଲିସ ଦୁଇଟି ପୋଷ୍ଟରରେ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ କରିଛି । ପ୍ରଥମ ପୋଷ୍ଟରରେ, ୧୮ ଜଣ ଥିବାବେଳେ ଦ୍ୱିତୀୟ ପୋଷ୍ଟରରେ ୧୫ ଦଙ୍ଗାକାରୀଙ୍କ ଚିତ୍ର ପ୍ରକାଶ ପାଇଛି
Read More...

ହିମାଚଳ ପ୍ରଦେଶର ହାଂପ୍ତା ପାସ ପାହାଡ଼ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇଲେ ଅଭିଜିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳିଙ୍ଗ ଡେୟାର ଡେଭିଲସ ଓ ଥିଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣିଆ ପର୍ବତାରୋହୀ ଦଳ ସମୁଦ୍ରପତ୍ତନ ଠାରୁ ୧୪୦୬୫ ଫୁଟ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ହାଂପ୍ତା ପାସ ପର୍ବତ ଆରୋହଣ କରି ବରଫ ଝଡ଼କୁ ସାମନା କରି ମଧ୍ୟ ସେଠାରେ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୪ ଟି କେନ୍ଦ୍ରରେ ୧୮ ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବଜ୍ରପାତରେ ଚାଲିଗଲା ନାବାଳକଙ୍କ ଜୀବନ

ଅନୁଗୁଳ : ଅନଗୁଳ ବଡ଼କେରେଜାଙ୍ଗରେ ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ମୃତକ ଜଣକ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭) ବୋଲି ଜଣାପଡିଛି । ସୂଚନା ଅନୁସାରେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା' ଚାଷ ଜମିକୁ ଯାଇଥିଲେ । ଏହି ସମୟରେ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଦେବଗଡ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣକ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ତେଲିସୁଆଁ ଗ୍ରାମର ନିରନ୍ତର ମିଞ୍ଜ, ପିଣ୍ଟୁ ନାୟକ ଓ ସତ୍ୟ ନାୟକ ବାଇକ ଯୋଗେ ନିକଟସ୍ଥ ପାରପୋଷୀ ଗ୍ରାମକୁ ଯାଉଥିବା ବେଳେ ରକ୍ସା ଘାଟିରେ
Read More...

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପାଟଣାଗଡ଼ ଏନ.ଏ.ସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟସଭା ସାଂସଦ ଭାବରେ ନିରଞ୍ଜନ ବିଶି ମନୋନୀତ ହେବା ପରେ ପାଟଣାଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଅନୁନ୍ନତ ଅଞ୍ଚଳ, ଦାଦନ ପ୍ରବଣ ଅଞ୍ଚଳ, ମରୁଡ଼ି ପ୍ରବଣ ଅଞ୍ଚଳ, ଆଦିବାସୀ ଅଞ୍ଚଳ ତଥା ଗାଉଁଲି ମଫସଲ ଗାଁରୁ ଆସ୍ଥା ପ୍ରକଟ କରି ଜଣେ ଗରିବ
Read More...

ଟିକ୍ରାପଡା ଚାନ୍ଦ ମନ୍ଦିରରେ ଶ୍ରୀଜୀଉଙ୍କର ହାତୀ ବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ “ଶ୍ରୀକ୍ଷେତ୍ର” ଚାନ୍ଦ ମନ୍ଦିରଠାରେ ଶ୍ରୀଜୀଉଙ୍କର ସ୍ନାନଯାତ୍ରା ସହ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସକାଳ ଘ.୧୦ରୁ ସ୍ନାନଯାତ୍ରା ଆରମ୍ଭ ହୋଇ ମଧ୍ୟାହ୍ନରେ ସମାପନ ହୋଇଥିବା ବେଳେ
Read More...

ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ଗାଁ ସୋରିପଡାର ଗଗନେଶ୍ୱର ମାଝି(୨୩) ନାମକ ଯୁବକ କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ସମୟରେ ବାଇକ୍ ଦୁର୍ଘଟଣା ଘଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣାଟି ଦେଖି
Read More...