Daily Archives

ଚାଷ ଜମି ପାଇଁ ଏକର ଏକର ଜଙ୍ଗଲ ଜମି ଜବର ଦଖଲ ଅଭିଯୋଗ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଫରେଷ୍ଟ ଡିଭିଜନ ଅଧିନସ୍ଥ କଂଟାବାଂଜି ଓ ବଙ୍ଗୋମୁଣ୍ଡା ଉଭୟ ଦୁଇ ରେଂଜରେ ଦିନକୁ ଦିନ ସଂରକ୍ଷିତ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ଜଙ୍ଗଲ ଜମିକୁ ଚାଷ ଜମିରେ ପରିଣତ କରିବା ପାଇଁ ଦୈନନ୍ଦିନ ସଂରକ୍ଷିତ ଜଙ୍ଗଲର ସମସ୍ତ ଗଛକୁ କାଟି ପଦା
Read More...

ଇଡ଼ି ପକ୍ଷରୁ ସାଂସଦ ରାହୁଳ ଗାନ୍ଧୀଙ୍କୁ ଜେରା କରିବା ଘଟଣାକୁ ଗଂଜାମ ଜିଲ୍ଲା କଂଗ୍ରେସ ସଂକଳ୍ପ ଶିବିରରେ ନିନ୍ଦା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନ୍ୟାସନାଲ ହେରାଲଡ଼ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିଥିବା ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସଂଗଠନ ପକ୍ଷରୁ କୁହାଯାଇ ଏହି ଘଟଣାର ତୀବ୍ର ନିନ୍ଦା
Read More...

ମ.ରାମପୁରରେ ଦେବ ସ୍ନାନ ପୂର୍ଣ୍ଣିମା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ପୂଜକ ଅଶୋକ କୁମାର ତ୍ରିପାଠୀ ନୀତି କାନ୍ତି ସହ ପୂଜା କରିଥିଲେ । ହିରେନ୍ଦ୍ର ପ୍ରତାପ ସିଂ ଦେଓ ସହଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ
Read More...

ଯୁଗାନ୍ତକାରୀ ସଂସ୍କାର : ସେନାବାହିନୀରେ ନିଯୁକ୍ତି ପାଇଁ ‘ଅଗ୍ନିପଥ’ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

● ଚାରି ବର୍ଷ ଲାଗି ନିର୍ଦ୍ଦିଷ୍ଟ ସେନାବାହିନୀରେ ସେବା କରିବା ପାଇଁ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି● ତିନି ସେନାବାହିନୀରେ ପ୍ରଯୁଜ୍ୟ ବିପଦ ଓ ପରିଶ୍ରମ ଭତ୍ତା ସହିତ ଆକର୍ଷଣୀୟ ମାସିକ ବେତନ ପ୍ୟାକେଜ● ଚାରି ବର୍ଷର କାର୍ୟ୍ୟକାଳ ଶେଷ ହେବା ପରେ ଅଗ୍ନିବୀରଙ୍କୁ ମିଳିବ ଏକକାଳୀନ ‘ସେବା
Read More...

ସ୍ୱଶାସନ ଅଭିଯାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଥିବା ସେବାଜଗତ ଠାରେ ଭାରତ ସ୍ୱଶାସନ ଅଭିଯାନର ରାଷ୍ଟ୍ରୀୟ ସ୍ତରର ସଦସ୍ୟମାନଙ୍କୁ ନେଇ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ରାଷ୍ଟ୍ରୀୟ ଆବାହକ ଘନ ଶ୍ୟାମଙ୍କ ଅଧ୍ୟକ୍ଷତାରେ ରଙ୍ଗାପଦର୍ ତାଲିମ୍
Read More...

୨ ସ୍ୱାମୀଙ୍କୁ ଛାଡ଼ି ତୃତୀୟ ପୁରୁଷ ସହ ପଳେଇଲା ପତ୍ନୀ, ପତ୍ନୀକୁ ଖୋଜିବାକୁ ପୋଲିସ ପାଖରେ ପହଂଚିଲେ ୨ ସ୍ୱାମୀ

ନାଗପୁର : ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଜିଲ୍ଲାର ଭରୋସା ପୋଲିସ ଷ୍ଟେସନ ନିକଟରେ ଦୁଇ ଜଣ ବ୍ୟକ୍ତି ପୋଲିସ ପାଖରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଖୋଜିବା ପାଇଁ ନିବେଦନ କରିଥିଲେ । ପ୍ରଥମେ ପୋଲିସ
Read More...

ବିଶିଷ୍ଟ ଶତାୟୁ ଚାଷୀ ଗୋବିନ୍ଦ ପ୍ରଧାନଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଧାରୋଲ ଗ୍ରାମର ବିଶିଷ୍ଟ ଶତାୟୁ ଚାଷୀ ତଥା ସମାଜସେବୀ ଗୋବିନ୍ଦ ପ୍ରଧାନଙ୍କ ଗତକାଲି ଘ୧୨.୫୪ ମି ସମୟରେ ଧାରୋଲ ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ
Read More...

‘ସଚେତନ ହେମା’ ଅନୁଷ୍ଠାନ ପକ୍ଷରୁ ଲୋକକଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା କଳା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ 'ସଚେତନ ହେମା' ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ନାଟ୍ୟକାର ରାଜକୁମାର ସାହୁ ଜନ ଜୀବନର ସରଳ ଅଭିବ୍ୟକ୍ତି ହିଁ ଲୋକକଳା ବୋଲି କହିବା ସହ ଲୋକକଳାର
Read More...

ଜବତ ଶବ ବ୍ୟବଚ୍ଛେଦ ସହ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ବିଲ-ପଦର ମୂଳେ ଜଣେ ଚିହ୍ନାଜଣା ବ୍ୟକ୍ତିଙ୍କର ମୃତଦେହ ମଙ୍ଗଳବାର ଠାବ ହୋଇଛି । ଉକ୍ତ ଶବକୁ ଛତ୍ରପୁର ପୋଲିସ
Read More...

ଲାଠିକଟା ବ୍ଲକ ପାଇଁ ଫିଲ୍ଡ ଏକଜ୍ୟୁକିଟିଭଙ୍କ ନିଯୁକ୍ତି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ଫିଲ୍ଡ ଏକ୍‌ଜିକ୍ୟୁଟିଭଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏସ୍‌ସି, ଏସ୍‌ଟି ଫ୍ରେଣ୍ଡସ ଅରଗାନାଇଜେସନ୍‌ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ହେମନ୍ତ କୁମାର
Read More...