Daily Archives

ରାଜବୋଡ଼ାସମ୍ବର ବ୍ଲକ ସରପଞ୍ଚ ମାନଙ୍କୁ ନେଇ ସଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ନିରଦରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ରାଜବୋଡ଼ାସମ୍ବର ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜମରତଲା ସରପଞ୍ଚ ବିଧୁଭୂଷଣ ଚାନ୍ଦଙ୍କ ଅଧ୍ୟକ୍ଷତାରେ ସଭା
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପି,ନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ରାଉରକେଲାର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ରାଉରକେଲାର ମାସିକ ସାହିତ୍ୟ ଆସର, ଶିଶୁ ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମୁଖ୍ୟର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ
Read More...

ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ : ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଗ୍ରାମରେ ଏକ ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ ଯୋଗୁଁ ପାଇକମାଲ ଥାନାରେ ଅଭିଯୋଗ ହେଇଛି । ଲିଖିତ ଏତଲା ଅନୁଯାୟୀ ବରତୁଣ୍ଡା ଗ୍ରାମର କୃଷ୍ଣ କୁମାର ପଟେଲ ଗତ ୧୦ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଘର
Read More...

ନିଷ୍ଠା ପରିବାର ତରଫରୁ ରକ୍ତଦାନ ସଚେତନତା ପାଇଁ ବାଇକ ରାଲି

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୧୪ ତାରିଖ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲାର ଅଗ୍ରଣୀ ସମାଜିକ ସଂଗଠନ ନିଷ୍ଠା ପରିବାର ପାଳନ କରିବାକୁ ଯାଉଛି ତାର ୧୩ତମ ପ୍ରତିଷ୍ଠା ଦିବସ ତଥା ବିଶ୍ବ ରକ୍ତଦାତା ଦିବସ । ଏହି ଉପଲକ୍ଷେ ରକ୍ତଦାନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ଏକ ମୋଟର
Read More...

ଯୁବତୀଙ୍କୁ ଗର୍ଭବତୀ କରି ହତ୍ୟା ଘଟଣାରେ ଚାରି ଅଭିଯୁକ୍ତ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟରୁ ଗତ ୭ ତାରିଖରେ ମିଳିଥିବା ଏକ ନର କଙ୍କାଳ ପଛରେ ଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କୋମନା ପୋଲିସ୍ । ପ୍ରାପ୍ତ ସୂଚନା ଅନୁଯାୟୀ ଆଗ୍ରେନ୍ ଗ୍ରାମର ସୁଶୀଳା ନାମକ ଜଣେ ୨୨ ବର୍ଷୀୟ ଯୁବତୀ
Read More...

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

ସମଗ୍ର ଭାରତ ବର୍ଷରେ କବିସମ୍ରାଟଙ୍କ କେହି ତୁଳନୀୟ ନୁହଁନ୍ତି : ଡ. ଷଡଙ୍ଗୀ ରାଉରକେଲା, (ସସ୍ମିତା ପ୍ରଧାନ) : ବୈଦେହୀଶ ବିଳାସ ନୈତିକ ସାମାଜିକ ଓ ପାରିବାରିକ ମୂଲ୍ୟବୋଧର ଆଦର୍ଶ ରତ୍ନାକର । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯେପରି ରାମସୀତାଙ୍କ ଆଦର୍ଶ ଦାମ୍ପତ୍ୟ ଜୀବନ ବର୍ଣ୍ଣନା
Read More...

ସ୍କର୍ପିଓ ଓଲଟି ୨ ଗୁରୁତର

ଆନନ୍ଦପୁର : ଆନନ୍ଦପୁରର ୫୩ ନଂ ରଜ୍ୟ ରଜପଥର ବାଂଖିଡି ଛକରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯଶିପୁରରୁ ଭୁବନେଶ୍ୱର ଯାଉଥିବା ଏକ ସ୍କର୍ପିଓ ଓଲଟି ପଡିବାରୁ ସେଥିରେ ବସିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଆନନ୍ଦପୁର ଦମକଳ
Read More...

କେଶରୀ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ କେଶରୀ ମଲ୍‌ରେ ଆଜି ଅଗ୍ନିକାଣ୍ଡ ଘଟିଛି । ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମଲ୍‌ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି ।
Read More...

୨୧ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିବା ଖବର ମିଳିଛି । ଏହା ସହ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କଲା ଆରପିଏଫ୍ କ୍ରାଇମ୍‌ବ୍ରାଞ୍ଚ । ସୂଚନାନୁଯାୟୀ, ଖୋର୍ଦ୍ଧାରୁ ହରିଦ୍ଵାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭୁବନେଶ୍ଵର
Read More...