pakka

ସ୍କର୍ପିଓ ଓଲଟି ୨ ଗୁରୁତର

ଆନନ୍ଦପୁର : ଆନନ୍ଦପୁରର ୫୩ ନଂ ରଜ୍ୟ ରଜପଥର ବାଂଖିଡି ଛକରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯଶିପୁରରୁ ଭୁବନେଶ୍ୱର ଯାଉଥିବା ଏକ ସ୍କର୍ପିଓ ଓଲଟି ପଡିବାରୁ ସେଥିରେ ବସିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଆନନ୍ଦପୁର ଦମକଳ କର୍ମଚାରୀଙ୍କ ସହାୟତାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଦ୍ୱୟ ଯଶିପୁରର ରମେଶ ମହନ୍ତ ଓ କାମଳ ଲୋଚନ ମହାନ୍ତ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

19 − 10 =