Browsing Tag

anandapur news

ସର୍ଟସର୍ଟିକ ଯୋଗୁଁ ଜଳିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ପଣ୍ଡୁଆ ଗାଁରେ ସର୍ଟସର୍ଟିକ ଯୋଗୁଁ ଜଳିଗଲା ୧୨ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ଆନନ୍ଦପୁର ଥାନା ଶାଳବଣି ପଞ୍ଚାୟତ ପଣ୍ଡୁଆ ଗାଁରେ ସର୍ଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ଏହି ଅଗ୍ନିକାଣ୍ଡରେ ରଥିଆ ନାଏକ,
Read More...

ଆତଙ୍କ ସୃଷ୍ଟି କଲା ପାଗଳ କୁକୁର, ଆକ୍ରମଣରେ ୧୦ରୁ ଅଧିକ ଆହତ

ଆନନ୍ଦପୁର : ଆତଙ୍କ ସୃଷ୍ଟି କରିଛି ପାଗଳ କୁକୁର । କୁକୁର ଆକ୍ରମଣରେ ଶୁକ୍ରବାର ୫ରୁ ୭ଜଣ ଆହତ ହୋଇଥିବା ବେଳେ ଶନିବାର ପୁଣି ୪ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବେଲବାହାଳୀ ଗାଁରେ ଆତଙ୍କ
Read More...

ନିଆଁରେ ପୋଡି ହୋଇ ବୃଦ୍ଧ ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ରାଇଘାଟି ଗାଁରେ ନିଆଁରେ ପୋଡି ହୋଇଗଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧଙ୍କର ମେଡିକାଲରେ ଚିକିତ୍ସା ଚାଲିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସୋସୋ ଥାନା ରାଇଘାଟି ଗାଁର ଜଣେ
Read More...

ଭାରସାମ୍ୟ ହରାଇ ଓଲଟିଲା କାର

ଆନନ୍ଦପୁର : ଭାରସାମ୍ୟ ହରାଇ ଓଲଟିଲା କାର । ଏହିଭଳି ଏକ ଦୁର୍ଘଟଣା ଘଟିଛି ୨୦ନମ୍ୱର୍ ଜାତୀୟ ରାଜପଥ ହସନପୁର ଟୋଲ୍ ପ୍ଲାଜ଼ା ନିକଟରେ । ଗତକାଲି ରାତିରେ ଓଡି ୦୨ ବିଏଲ୍ ୬୯୫୧ କାର ଗାଡ଼ିଟି ଯାଜପୁର ପାର୍ଶ୍ଵରୁ ଆସି ଆନନ୍ଦପୁର ଅଭିମୁଖେ ଯାଉଥିବା ବେଳେ ୨୦ନମ୍ୱର୍ ଜାତୀୟ ରାଜପଥ ହସନପୁର
Read More...

ଜବତ ଡଙ୍ଗାକୁ ନେଇଗଲେ ମାଫିଆ

ଆନନ୍ଦପୁର : ଜବତ ଡଙ୍ଗାକୁ ନେଇଗଲେ ମାଫିଆ । ଆନନ୍ଦପୁର ତହସିଲର ଅମାରଙ୍ଗ ଘାଟରେ ବାଲି ମାଫିଆଙ୍କ ଦବଦବା ଜାରି ରହିଛି । ବେଆଇନ ବାଲି ଚାଲାଣ ରୋକିବାକୁ ତହସିଲ ପକ୍ଷରୁ ବାଲିଘାଟରେ ଚଢ଼ଉ କରାଯାଇଥିଲା । ସେଠାରୁ ବାଲି ଉତ୍ତୋଳନରେ ବ୍ୟବହାର କରାଯାଉଥିବା ଏକ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ
Read More...

ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ବାରିଗାଁ ନିକଟରେ କାର୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ
Read More...

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର : ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ପକ୍ଷର ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଆଗରଦା ଗାଁର ଘଟଣା । ଖବର ଅନୁଯାୟୀ, ଆଗରଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ
Read More...

ବୈତରଣୀରୁ ଅଜଣା ମୃତଦେହ ଉଦ୍ଧାର

ଆନନ୍ଦପୁର : ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜ୍ ନିକଟରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି । ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ୟମରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତଦେହର ପରିଚୟ ମିଳିପାରି ନାହିଁ । ପ୍ରକାଶ ଥାଉକି, ୪ ଦିନ ପୂର୍ବେ ସ୍ଥାନୀୟ ଯୁବକ ନଦୀରେ ମୃତଦେହ ଭାସୁଥିବା ଦେଖିଥିଲେ ।
Read More...

ପୋଖରୀରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାର ଜଣେ କନେଷ୍ଟବଳଙ୍କ ମୃତଦେହ ଥାନା ସାମ୍ନା ପୋଖରୀରୁ ଠାବ ହୋଇଛି । ମୃତ କନେଷ୍ଟବଳଙ୍କ ନାମ ପ୍ରଦୀପ ନାୟକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ପ୍ରଦୀପ ନାୟକ ଥାନା ବ୍ୟାରାକ୍‌ରେ ରହୁଥିବା ବେଳେ ଗତକାଲି ସଂଧ୍ୟାରେ
Read More...

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର

ଆନନ୍ଦପୁର : ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ଆନନ୍ଦପୁରର କୋଡାପଡା ଗୋଳାବନ୍ଧର ଗ୍ରାମରେ ଗୁରୁବାର ସକାଳେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ଜୈରାମ ନାଇକ (୭୪) ଶୌଚ ହେବାକୁ ଗୁରୁବାର ସକାଳୁ ବାହାରକୁ ଆସିଥିବା ବେଳେ ଦାନ୍ତା
Read More...