pakka

ଜବତ ଡଙ୍ଗାକୁ ନେଇଗଲେ ମାଫିଆ

bbehera

ଆନନ୍ଦପୁର : ଜବତ ଡଙ୍ଗାକୁ ନେଇଗଲେ ମାଫିଆ । ଆନନ୍ଦପୁର ତହସିଲର ଅମାରଙ୍ଗ ଘାଟରେ ବାଲି ମାଫିଆଙ୍କ ଦବଦବା ଜାରି ରହିଛି । ବେଆଇନ ବାଲି ଚାଲାଣ ରୋକିବାକୁ ତହସିଲ ପକ୍ଷରୁ ବାଲିଘାଟରେ ଚଢ଼ଉ କରାଯାଇଥିଲା । ସେଠାରୁ ବାଲି ଉତ୍ତୋଳନରେ ବ୍ୟବହାର କରାଯାଉଥିବା ଏକ ଡଙ୍ଗା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ତେବେ ରାତିରେ ମାଫିଆମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ତହସିଲ ପକ୍ଷରୁ ଜବତ କରାଯାଇଥିବା ଡଙ୍ଗାକୁ ନେଇଯାଇଛନ୍ତି । ଜବତ ଡଙ୍ଗାଟି ଆନନ୍ଦପୁର ପାଖ ତନେଇପାଳ ନିକଟରେ ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

18 − 18 =

error: Content is protected !!