pakka

ନିଜ ରକ୍ତରେ ବାପା-ମାଆଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯାଜପୁରର ଅମିତ କୁମାର ପୃଷ୍ଟି

bbehera

ଯାଜପୁର : ନିଜ ରକ୍ତରେ ମାଆ ବାପାଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ ଯାଜପୁରର ଅମିତ କୁମାର ପୃଷ୍ଟି । ଯାଜପୁର ଜିଲ୍ଲା ଉପକଣ୍ଠ ଡ଼ୁବୁରୀ ଅଞ୍ଚଳରେ ନିଜ ଚିତ୍ରକଳାକୁ ନେଇ ଏବେ ଚର୍ଚ୍ଚାରେ ଅମିତ । କେବଳ ସେତିକି ନୁହେଁ ଏମିତି ମହାରାଷ୍ଟ୍ରରେ ହେଉଥିବା ଇଣ୍ଡିଆନ ଆର୍ଟ ପ୍ରତିଯୋଗିତାରେ ସାରା ଭାରତରେ ତାଙ୍କ ଚିତ୍ର ୧୧ ନମ୍ବର ସ୍ଥାନ ଅଧିକାର କରିଛି । ଅମିତଙ୍କ କହିବା ଅନୁସାରେ ଏହି ଚିତ୍ରକଳାରେ ତାଙ୍କର ଗୁରୁ କେହି ନାହାନ୍ତି । ୟୁଟ୍ୟୁବ୍ ମାଧ୍ୟମରେ ଶିଖି ଏହି ପାରମ୍ପାରିକ କଳାକୁ ବଞ୍ଚାଇରଖିଛନ୍ତି ।

jay balangir
Leave A Reply

Your email address will not be published.

13 + 16 =

error: Content is protected !!