pakka

ବୈତରଣୀରୁ ଅଜଣା ମୃତଦେହ ଉଦ୍ଧାର

bbehera

ଆନନ୍ଦପୁର : ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜ୍ ନିକଟରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି । ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ୟମରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତଦେହର ପରିଚୟ ମିଳିପାରି ନାହିଁ ।

ପ୍ରକାଶ ଥାଉକି, ୪ ଦିନ ପୂର୍ବେ ସ୍ଥାନୀୟ ଯୁବକ ନଦୀରେ ମୃତଦେହ ଭାସୁଥିବା ଦେଖିଥିଲେ । ବୁଧବାର ମୃତଦେହ ଭାସିବା ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା । ତେବେ ସନ୍ଧ୍ୟା ହୋଇଥିବାରୁ ମୃତଦେହ ଉଦ୍ଧାର କରିବା ସମ୍ଭବ ନଥିଲା । ଗତକାଲି ଉଭୟ ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ୟମରେ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

4 × four =

error: Content is protected !!