Browsing Tag

anandapur news

ବଜ୍ରାଘାତରେ ବୃଦ୍ଧ ମୃତ

ଆନନ୍ଦପୁର : ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗାଁର ଜଣେ ବୃଦ୍ଧ ବଜାରରୁ କାମ ସାରି ଘରକୁ
Read More...

ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ଅଭିଯୋଗ

ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ଖପରାଖାଇ ଅଞ୍ଚଳର ଇନ୍ଦ୍ରମଣି ନନ୍ଦିଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଛି । ଘରେ କେହି ନ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୧୦ ହଜାର ନଗଦ ଟଙ୍କା ସହ ୧୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ
Read More...

ଦୁଇ ମହଲା ଉପରେ ପାଣିଟାଙ୍କି ବସାଉଥିବା ବେଳେ ଖସିପଡିଲେ ଯୁବକ, ୨ ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘଷିପୁରା ଗାଁରେ ଘଟିଛି ଅଘଟଣ । ଦୁଇ ମହଲା ଛାତ ଉପରେ ପାଣିଟାଙ୍କି ବସାଉଥିବା ସମୟରେ ହଠାତ୍ ପାରାପିଟ୍ ଭାଙ୍ଗି ପଡିବାରୁ ୨ ସମ୍ପକୀୟ ଭାଇ ଛାତରୁ ତଳକୁ ଖାସିପଡିଲେ । ୨ ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଉପେନ୍ଦ୍ର ସାହୁ ଓ ବୃନ୍ଦାବନ ସାହୁଙ୍କୁ
Read More...

ଅଟେଇ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି

ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛନ୍ତି । କେହି ଦୁର୍ବୃତ୍ତ ଅଗ୍ନିକାଣ୍ଡ ଘଟାଇଥିବା ବେଳେ ଶୁଖିଲା ଗଛ
Read More...

କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଆନନ୍ଦପୁର : କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର । ୨୦ ନମ୍ଵର ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଘଷିପୁରା ଥାନା ହାତୀବନ୍ଧା ଗାଁର ରବିନ୍ଦ୍ର ସେଠୀ ଜଣେ ଦୁଗ୍ଧ ବ୍ୟବସାୟୀ । ରବିବାର ସକାଳେ ସେ ଦୁଗ୍ଧ ନେଇ ବାଇକ୍
Read More...

ବଜ୍ରପାତରେ ୧ ମୃତ

ଆନନ୍ଦପୁର : ଆନନ୍ଦପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା । ଘସିପୁରା ଥାନା କଲରାଗଡ଼ିଆ ଗ୍ରାମର ଶ୍ରୀରାମ ନାଇକ ନାମକ ଜଣେ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ଶୌଚ ହେବାକୁ
Read More...

ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ଅଭିଯୋଗ : ୧ ଲକ୍ଷ ୮୦ ହଜାର ଟଙ୍କା, ସୁନା ଓ ମୋବାଇଲ୍ ଲୁଟିନେଲେ…

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ ଗୁରୁବାର ବିଳମ୍ଵିତ ରାତିରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରାମାନେ ଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି ଘର ଭିତରକୁ ପଶି ଆସିଥିଲେ । ଏହାପରେ ଲୁହାରଡ ଓ ଭୁଜାଲିରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ
Read More...

ବୋଲେରୋକୁ ପଛରୁ ପିଟିଲା ବୋଲେରୋ : ୯ ଆହତ, ୨ ଗୁରୁତର

ଆନନ୍ଦପୁର : ରାସ୍ତା କଡରେ ଛିଡା ହୋଇଥିବା ଏକ ବୋଲେରୋକୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବୋଲେରୋ ଧକ୍କା ଦେବାରୁ ୨ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଖବରପାଇ ଘସିପୁରା ପୋଲିସ୍ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ୨୦ ନଂ ଜାତୀୟ ରାଜପଥ
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ଆନନ୍ଦପୁର : ଆନନ୍ଦପୁର ବ୍ଲକ୍ ଅଶସନବଣୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବୁଧବାର ସନ୍ଧ୍ୟା ବେଳେ ଅଶସନବଣୀ ଗ୍ରାମର ୬୫ ବର୍ଷ ବୟସ୍କ ଡିମ୍ବାଇ ହୋ ନିଜ ବିଲ କାମ ସାରି ଗାଁ ପୋଖରୀକୁ ଧୋଇ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର
Read More...

ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ଆନନ୍ଦପୁର : ଆନନ୍ଦପୁର ଥାନା ଅକରୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଘରେ ମୋବାଇଲ ନ ଦେବାରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣକ ଯୁକ୍ତ ୩ରେ ପାଠ ପଢୁଥିଲେ । ଘରେ ମୋବାଇଲ ଦେଖିବାକୁ ବାରଣ କରିବାରୁ ଛାତ୍ର ଜଣକ ରାଗିଯାଇ ବେକରେ ରଶି ଲଗାଇ
Read More...
error: Content is protected !!