pakka

ଆତଙ୍କ ସୃଷ୍ଟି କଲା ପାଗଳ କୁକୁର, ଆକ୍ରମଣରେ ୧୦ରୁ ଅଧିକ ଆହତ

bbehera

ଆନନ୍ଦପୁର : ଆତଙ୍କ ସୃଷ୍ଟି କରିଛି ପାଗଳ କୁକୁର । କୁକୁର ଆକ୍ରମଣରେ ଶୁକ୍ରବାର ୫ରୁ ୭ଜଣ ଆହତ ହୋଇଥିବା ବେଳେ ଶନିବାର ପୁଣି ୪ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବେଲବାହାଳୀ ଗାଁରେ ଆତଙ୍କ ସୃଷ୍ଟି କରିଛି ଏକ ପାଗଳ ବୁଲା କୁକୁର । କିଛି ଦିନ ହେବ କୁରୁରଟି ପାଗଳ ହୋଇ ଲୋକଙ୍କୁ ଗୋଡାଇବା ଆରମ୍ଭ କରିଥିଲା । ଶନିବାର ଗାଁର ଆଶ୍ରମ ନିକଟରେ କାମ ଚାଲିଥିବା ସମୟରେ ଉପସ୍ଥିତ ଲୋକଙ୍କୁ ହଠାତ କୁକୁରଟି ଆକ୍ରମଣ କରିଥିଲା । କୁକୁର ପାଇଁ ଭୟଭୀତ ଗ୍ରାମବାସୀ ତୁରନ୍ତ ଏହାର ପ୍ରତିକାର ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

two × three =

error: Content is protected !!