Daily Archives

ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ରରେ ସ୍ନାନ କରିବା ବେଳେ ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ଵଳ ଦାସ । ସମୁଦ୍ର କୂଳରେ ମୁତୟନ ଥିବା ଲାଇଫ ଗାର୍ଡମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି
Read More...

ଥାଇଲ୍ୟାଣ୍ଡରେ ଡ୍ରଗ୍ସ ମାମଲାରେ ଧରାପଡ଼ିଲେ ମୃତ୍ୟୁଦଣ୍ଡ, କିନ୍ତୁ ଏବେ ଲୋକେ ଗଂଜେଇ ଚାଷ କରିପାରିବେ

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ମିଆଁମାର ଏବଂ ଏହାର ପଡୋଶୀ ଦେଶ ଥାଇଲ୍ୟାଣ୍ଡ । ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଥାଇଲ୍ୟାଣ୍ଡ ସରକାର ଦେଶରେ ଗଂଜେଇ ଚାଷ ଏବଂ ବ୍ୟବହାରକୁ ଆଇନଗତ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଡ୍ରଗ୍ସ ମାମଲାରେ ଏହି ଥାଇଲ୍ୟାଣ୍ଡରେ ବିଶ୍ୱର ସବୁଠାରୁ ବେଶୀ କଠୋର
Read More...

ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନ୍ୟ ୨ ଗୁରୁତର

ବୌଦ୍ଧ, (ବଂଶୀଡଧର ମାଝୀ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ କୂଅ ଭିତରକୁ ଖସିପଡ଼ିଥିବା ମାଙ୍କଡ଼କୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ଜଣେ ମୃତ ଅନ୍ୟ ୨ ଜଣ ଗୁରୁତର । ଉଭୟଙ୍କୁ ଉଦ୍ଧାର କଲା ମନମୁଣ୍ଡା ଦମକଳ ବାହିନୀ । ସୂଚନାନୁଯାୟୀ, ତୁଳସୀକଟା ଗାଁର ଏକ
Read More...

ଦେଦର୍ହରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ

ସମାଜର ଉନ୍ନତି ପାଇଁ ସାମୁହିକ ଶକ୍ତିର ଆବଶ୍ୟକସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗ୍ରାମର ଶିବ ମନ୍ଦିର ପାଖ ବରଗଛ
Read More...

୧୦୮ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ : ଏବେ ୟୁକ୍ରେନ ସ୍ଥିତି ଅସଂଭାଳ

ନୂଆଦିଲ୍ଲୀ : ଯେତେବେଳେ ରୁଷ ୨୪ ଫେବୃଆରୀରେ ୟୁକ୍ରେନ ବିରୁଦ୍ଧରେ ସାମରିକ ଅଭିଯାନ ଆରମ୍ଭ କଲା, ସମସ୍ତେ ଭାବିଥିଲେ ଯେ ଏହି ଯୁଦ୍ଧ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବ । କିଂତୁ ଦୀର୍ଘ ୧୦୮ ଦିନରେ ପହଂଚିଛି ଏବେ ଯୁଦ୍ଧ । ଏବେ ୟୁକ୍ରେନ ସ୍ଥିତି ଅସଂଭାଳ । ରୁଷ ସାମ୍‌ନାରେ ଏବେ ବିଜୟର
Read More...

କୋସଲ ଜନଜାଗରଣ ରଥର ଶୁଭାରମ୍ଭ, ୮ ଅଗଷ୍ଟ ଦିଲ୍ଲୀ ଚାଲ ଡାକରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ସ୍ଥିତ ମାଁ ବହଲତଲିଏନ ଗୁଡିଠାରେ କୋସଲ ଯୁବ ଶକ୍ତିର ସଭ୍ୟମାନେ ଏକତ୍ରିତ ହୋଇ କୋସଲ ଜନଜାଗରଣ ରଥର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜନଜାଗରଣ ରଥଟି ଗାଏସିଲେଟ ପରିକ୍ରମା କରି ପଂଚାୟତ ସମିତି
Read More...

ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମାଜିକ ବନୀକରଣ ନିମନ୍ତେ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ନିକଟସ୍ଥ ଓଏସ୍‌ଏପି ଅଷ୍ଟମ ବାଟାଲିୟନ ପରିସରରେ ରବିବାର ପୂର୍ବାହ୍ନରେ ଦୁଇଶହ ଆମ୍ବ ଚାରା ରୋପଣ କରାଯାଇଛି । ଜି.ଏସ୍.
Read More...

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୋନିଆ ଗାନ୍ଧୀ ଏବେ କୋଭିଡ ଆକ୍ରାନ୍ତ ହୋଇଥିବା ଯୋଗୁଁ ଆଜି ତାଙ୍କ ଠାରେ ସ୍ୱାସ୍ଥ୍ୟଗତ ଜଟିଳତା ଦେଖାଦେଇଥିଲା । ଆଜି ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି
Read More...

ଜିଆଇଇଟି ବିଶ୍ୱବିଦ୍ୟାଳୟର ଗୁଣୁପୁର ପକ୍ଷରୁ ବରଗଡରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବରଗଡ଼ର ଏକ ହୋଟେଲରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଶ୍ୱ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂ ବିଭାଗର ଡ଼.ବନ୍ଦିତା ସାହୁ, ରିଜୋନାଲ ମେନେଜର ବିଜୟ କୁମାର ସାହୁ ପ୍ରମୁଖ
Read More...

ସ୍ୱତନ୍ତ୍ର ଅଲମ୍ପିକ ଭାରତ ଜାତୀୟ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ଦଳରେ ବଲାଙ୍ଗିର ଜିଲ୍ଲାରୁ ୩ ଜଣ ଦିବ୍ୟାଙ୍ଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ୧୪ ତାରିଖ ଠାରୁ ୧୯ ତାରିଖ ପର୍ୟ୍ୟନ୍ତ ଗୁଜୁରାଟର ଗାନ୍ଧୀନଗର ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ ଭାରତ ଜାତୀୟ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଆଥେଲେଟିକ୍‌ ଦଳରେ ସାମିଲ୍‌ ହୋଇ ବଲାଙ୍ଗିର
Read More...