pakka

ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସମୁଦ୍ରରେ ସ୍ନାନ କରିବା ବେଳେ ଗଭୀର ସମୁଦ୍ରକୁ ଭାସିଗଲେ ଯୁବକ । ନିଖୋଜ ଯୁବକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଉଜ୍ଵଳ ଦାସ । ସମୁଦ୍ର କୂଳରେ ମୁତୟନ ଥିବା ଲାଇଫ ଗାର୍ଡମାନେ ଜେଟ୍ ସ୍କି ମାଧ୍ୟମରେ ଗଭୀର ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଛନ୍ତି । ଏଯାବତ୍ ଯୁବକଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

Leave A Reply

Your email address will not be published.

eleven + two =