Daily Archives

ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଆରତି ଗୁରୁଙ୍କ ସଂଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନୀତ କରିବାର କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା
Read More...

ପାଞ୍ଚ ଦିନିଆ ଜୀବନ ବିଦ୍ୟାଳୟ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ଏଥ୍‌ଲେଟିକ ଏସୋସିଏସନ ପରିସରରେ ଚାଲିଥିବା ଜୀବନ ବିଦ୍ୟାଳୟ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ୱାର୍ଲଡ଼୍‌ ଭିଜନ ଇଣ୍ଡିଆ ଲୋଇସିଂହା ସହାୟତାରେ ଓ ଏସୋସିଏସନ ସହଯୋଗରେ ଦୀର୍ଘ ୫ ଦିନ ହେଲା ଚାଲିଥିଲା । ଏଥିରେ
Read More...

୫-ଟି ସଚିବଙ୍କୁ ଭେଟିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷ

ସୋନଗଡ଼ ନଦୀରେ ବ୍ୟାରେଜ ନିର୍ମାଣ ସହ ବ୍ଲକର ଉନ୍ନତିମୂଳକ ପଦକ୍ଷେପ ପାଇଁ ଦାବୀ କଲେ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ୫-ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସାକ୍ଷାତ କରି ଆଲୋଚନା କରିଛନ୍ତି
Read More...

୬ ନମ୍ୱର ୱାର୍ଡ ଅଙ୍ଗନାବାଡ଼ି କେନ୍ଦ୍ରରେ ପିଲାଙ୍କୁ ପୋଷାକପତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୬ ନମ୍ବର ୱାର୍ଡ ଅନ୍ତର୍ଗତ କାରଣୀସାହିରେ ଅବସ୍ଥାପିତ ଅଙ୍ଗନାବାଡ଼ି କେନ୍ଦ୍ରରେ ସୋମବାର ଶିଶୁମାନଙ୍କୁ ପୋଷାକ ପତ୍ର ବଣ୍ଟନ କରାଯାଇଛି । କାରିଣୀସାହି ଏବଂ ତିରୁପତିରାଓ-ପେଟ୍ଟା ସାହିକୁ ନେଇ ଗଠିତ ୬ନମ୍ବର ୱାର୍ଡର
Read More...

ଓଡିଶା ବିଧାନସଭାର ୨୪ତମ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଓଡିଶା ବିଧାନସଭାର ୨୪ତମ ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ବିଧାନସଭାର ସ୍ଵତନ୍ତ୍ର ଅଧିବେଶନରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟ୍ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ
Read More...

ସଇଁତଲା ପୋଲିସକୁ ମିଳିଲା ବଡ଼ ସଫଳତା : ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଲୁଟ୍‌ ଘାଟଣାରେ କଡ଼ା ସୁରକ୍ଷା…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳ ଓ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଛି । ଏଥିରେ ପୋଲିସ ୭ ଜଣ ଲୁଟେରାଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ
Read More...

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲ ତାରିଣୀ ମନ୍ଦିର ରାସ୍ତାରୁ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଜଣେ ବ୍ୟବସାୟୀ କଟକ ମାଲ୍ ଗୋଦାମକୁ ଯାଉଥିଲେ । ଏହି ସମୟରେ ୫ଟି ବାଇକ୍ ଯୋଗେ
Read More...

ସ୍ନାନଯାତ୍ରା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିବ ୪୦ରୁ ଅଧିକ ସିସିଟିଭି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ନାନଯାତ୍ରା ପାଇଁ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ବିଭିନ୍ନ ସ୍ଥାନରେ ଲାଗିବ ୪୦ରୁ ଅଧିକ ସିସିଟିଭି । ମୁତୟନ ହେବେ ୫୨ ପ୍ଲାଟୁନ ପୋଲିସ ଫୋର୍ସ । ଏହା ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦
Read More...

ଜମି ବିବାଦକୁ କେନ୍ଦ୍ରକରି ଆକ୍ରମଣ ଅଭିଯୋଗ

କୋଣାର୍କ : ଜମି ବିବାଦକୁ କେନ୍ଦ୍ରକରି ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତର ଶ୍ରୀଚନ୍ଦନପୁର ଗାଁର ମୁନା ପାତ୍ର, ଟୁନା ପାତ୍ର, ଶୁକା ପାତ୍ର ଓ କୁନା ପାତ୍ର ପେଟ୍ରୋଲ ଢାଳି ଶଙ୍କିଆପଦା ଗାଁର ଭ୍ରମର କାଣ୍ଡିଙ୍କ ଦୁଇ ବଖରା ଘର ଜାଳିଦେବା ସହ ତାଙ୍କର ଦୁଇ
Read More...

ଚୋରା ବ୍ୟାଟେରୀ ଜବତ : ୨ ଭାଇ ସମେତ ୪ ଗିରଫ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଥିବା ବିଭିନ୍ନ ନେଟ୍‌ୱର୍କ କମ୍ପାନୀର ଟାୱାରରୁ ବ୍ୟାଟେରୀ ଚୋରି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ପ୍ରାୟ ଚାଳିଶି ଲକ୍ଷ ଟଙ୍କାର ଚୋରା ବ୍ୟାଟେରୀ ପୋଲିସ ଜବତ କରିଛି । ଗଞ୍ଜାମ ଜିଲ୍ଲାର ଆସିକା ସୋରଡା ଶେରଗଡ ଥାନା
Read More...