Daily Archives

ବନ ବିଭାଗ ଦ୍ୱାରା ପାଣି ଟାଙ୍କିରେ ପଡ଼ି ଯାଇଥିବା କୋବ୍ରା ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ କୋବ୍ରା ସାପ ପାଣି ଟାଙ୍କିରେ ପଡ଼ି ଯାଇଥିବା ଗତକାଲି ସଂଧ୍ୟା ସମୟରେ ଖବର ପାଇ ଖପ୍ରାଖୋଲକୁ ପହଂଚିଥିଲେ ବନ ବିଭାଗର ହରିଶଙ୍କର ରେଂଜ କର୍ମଚାରୀମାନେ । ଏହାପରେ ଖପ୍ରାଖୋଲ ଫରେଷ୍ଟର ସୁଧୀର କୁମାର ଜେନାଙ୍କ ନେତୃତ୍ୱରେ ପାଣି ଟାଙ୍କିରୁ କୋବ୍ରାକୁ ଉଦ୍ଧାର
Read More...

ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ ପରିଦର୍ଶନ କଲେ ନରସିଂହ : ଡାଏଲିସିସ୍‌ ବିଭାଗ ଭିତରେ ବିକ୍ରି ହେଉଛି ଔଷଧ ଓ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାଏଏଲିସିସ୍‌ ବିଭାଗର କିଛି କିଛି ନୂତନ ସାଂଘାତିକ ତଥ୍ୟ ପ୍ରତ୍ୟହ ଗଣମାଧ୍ୟମର ସାମନାକୁ ଆସୁଛି । ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ଡାଏଲିସିସ୍‌ ବିଭାଗ
Read More...

କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୫ଟି ଅନ୍ତର୍ଭୁକ୍ତ ଘୋରଡିଆ ନୋଡାଲ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ…

ଡେଲାଙ୍ଗ, (ଦିଲୀପ ଧାଉଡିଆ) : ୫ ଟି ଅନ୍ତର୍ଭୁକ୍ତ ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି । ଇଣ୍ଟରନେଟ୍‌ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ
Read More...

‘ବଡ଼ ମାଁ’ ୨ୟ ପର୍ଯ୍ୟାୟ ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ତଥା ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜୀବନୀ ଉପରେ ଆଧାରିତ ଚଳଚିତ୍ରର ଦ୍ବିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହୋଇଛି । ପଞ୍ଚବଟୀ ଫିଲ୍ମ ଓ ବିକାଶ ଗ୍ରୁପ, ବରଗଡ଼ ଦ୍ବାରା
Read More...

ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଆଜି ନବ ନିଯୁକ୍ତ ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । କ୍ଲବ ପରିସରରେ ଆୟୋଜିତ ସମର୍ଦ୍ଧନା ସଭାରେ ବରପାଲି ସହରର ଉନ୍ନତି ପାଇଁ
Read More...

ବଢ଼ୁଛି କି ଆପଣଙ୍କ ଓଜନ, ସଚେତନ ହୁଅନ୍ତୁ

ସୁଶ୍ରୀ ସ୍ନେହଲତା ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଅଧିକାଂଶ ଟିନ୍‌ ଏଜ୍‌ର ଝିଅମାନେ ଆବଶ୍ୟକତା ଠାରୁ ଅଧିକ ମୋଟା ହେଉଛନ୍ତି । ଏହା ନିହାତି ପକ୍ଷରେ ଶରୀର ପାଇଁ କ୍ଷତିକାରକ । ଏଥିପ୍ରତି ସଚେତନ ହେବା ଏକାନ୍ତ ଆବଶ୍ୟକ । ଏହି ଅବସ୍ଥାକୁ ଅଣଦେଖା କଲେ ଆଗାମୀ ସମୟରେ ଅନେକ
Read More...

ରୁଷ ପାଇଁ ଟେନ୍‌ସନ୍‌ : ଯୁଦ୍ଧ ଭିତରେ ଜେଲେନସ୍କି ନାଟୋ ଶିଖର ସମ୍ମିଳନୀକୁ ନିମନ୍ତ୍ରିତ

ନୂଆଦିଲ୍ଲୀ : ଯେଉଁ ପ୍ରସଙ୍ଗରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆଜି ପୁଣି ଉଷ୍ମ ହୋଇଛି । ବାସ୍ତବରେ, ରୁଷ ଚାହୁଁ ନାହିଁ ଯେ ୟୁକ୍ରେନ ନାଟୋ ଦେଶ ଗୋଷ୍ଠୀରେ ଯୋଗ ଦେଉ । କିନ୍ତୁ ଜେଲେନସ୍କି ୨୮-୨୯ ଜୁନ୍ ମାଡ୍ରିଡରେ ହେବାକୁ ଥିବା ନାଟୋ ଶିଖର ସମ୍ମିଳନୀକୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପୂର୍ବ ପ୍ରସ୍ତୁତି ହିଁ ଜନଜୀବନକୁ ସୁରକ୍ଷିତ ରଖିବ -ଜିଲ୍ଲାପାଳ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯେ କୌଣସି ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ଏହାର ପୂର୍ବ ପ୍ରସ୍ତୁତି ହିଁ ଅଧିକାଂଶ କ୍ଷେତ୍ରରେ ସହାୟକ ହୋଇଥାଏ । ଏଣୁ ସମସ୍ତ ବିଭାଗ
Read More...

ଟାଉନ ବାଳିକା ବିଦ୍ୟାଳୟର ବାର୍ଷିକୋତ୍ସବ : ନାରୀ ଶିକ୍ଷିତ ନହେଲେ ଏ ଅଂଚଳର ବିକାଶ ଅସମ୍ଭବ, ମତ ରଖିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଛୁଆ କୁହାଯାଉଥିବା ଆମ ଏ ଅଂଚଳ ଶହ ଶହ ବର୍ଷ ତଳେ ଶିକ୍ଷା କ୍ଷେତ୍ରରେ ବେଶ୍‌ ସମୃଦ୍ଧ ଥିଲା । ବିଭିନ୍ନ ଐତିହାସିକ ତାହା ଲିପିବଦ୍ଧ କରି ଯାଇଛନ୍ତି । କାଳକ୍ରମେ ଅଂଚଳରେ ରାଜତନ୍ତ୍ର ପ୍ରତିଷ୍ଠା ହେଲା ପରେ ଅଂଚଳର ଶିକ୍ଷା ଦୀକ୍ଷାର କ୍ଷୟ ଘଟିଲା । ଆଜି ଦେଶ
Read More...

ଗଞ୍ଜାମ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣିତ ହେବ- ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମସ୍ତ ବିଭାଗର ମିଳିତ ସହଯୋଗ ଦ୍ୱାରା ଗଞ୍ଜାମ ଜିଲ୍ଲା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଆଭାସି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । କୋଭିଡ୍‌ର ଭୟାବହତା ପରେ
Read More...