pakka

ବଢ଼ୁଛି କି ଆପଣଙ୍କ ଓଜନ, ସଚେତନ ହୁଅନ୍ତୁ

  • ସୁଶ୍ରୀ ସ୍ନେହଲତା

ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଅଧିକାଂଶ ଟିନ୍‌ ଏଜ୍‌ର ଝିଅମାନେ ଆବଶ୍ୟକତା ଠାରୁ ଅଧିକ ମୋଟା ହେଉଛନ୍ତି । ଏହା ନିହାତି ପକ୍ଷରେ ଶରୀର ପାଇଁ କ୍ଷତିକାରକ । ଏଥିପ୍ରତି ସଚେତନ ହେବା ଏକାନ୍ତ ଆବଶ୍ୟକ । ଏହି ଅବସ୍ଥାକୁ ଅଣଦେଖା କଲେ ଆଗାମୀ ସମୟରେ ଅନେକ ସମସ୍ୟା ଦେଖା ଦେଇଥାଏ । ଏଣୁ ଆସନ୍ତୁ କିଛି ଟିପ୍ସ ଆପଣେଇବା ଏବଂ ନିଜକୁ ସୁସ୍ଥ ଓ ସୁନ୍ଦର କରି ଗଢ଼ି ତୋଳିବା ।

  • ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ ।
  • ନିୟମିତ ବ୍ୟାୟାମ କରନ୍ତୁ ।
  • ଫାଷ୍ଟ ଫୁଡ୍‌ ଠାରୁ ଦୂରରେ ରୁହନ୍ତୁ ।
  • ମଇଦା ତିଆରି ଖାଦ୍ୟକୁ ଜମାରୁ ପସନ୍ଦ କରନ୍ତୁ ନାହିଁ ।
  • ଯଥେଷ୍ଟ ପରିମାଣର ପନିପରିବା ଖାଆନ୍ତୁ ।
  • ଅଧିକ ଚିନି ଖାଇବା ଦେହ ପାଇଁ କ୍ଷତିକାରକ ।
  • ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ ।
  • ନିୟମିତ ଭାବେ ଉଚିତ ପରିମାଣର ପାଣି ପିଅନ୍ତୁ ।
  • ଅନିଦ୍ରା ରୁହନ୍ତୁ ନାହିଁ ।
  • ଆବଶ୍ୟକତ ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
Leave A Reply

Your email address will not be published.

4 × one =