pakka

ନିଆଁରେ ପୋଡି ହୋଇ ଯୁବତୀ ଜୀବନ୍ତ ଦଗ୍ଧ

କାମାକ୍ଷାନଗର : ପରଜଙ୍ଗ ଥାନା ବାମ ଗ୍ରାମରେ ନିଆଁରେ ପୋଡିହୋଇ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ମିଳିଛି । ମୃତ ଯୁବତୀ ଜଣକ ହେଲେ ଲିପ୍ତରେଖା ମାହାନ୍ତ । ରୋଷେଇ କରୁଥିବା ବେଳେ ନିଆଁରେ ପୋଡି ହୋଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

nineteen − 5 =