pakka
Daily Archives

ବଲାଙ୍ଗିର ଜିଲ୍ଲାରେ ବର୍ଷା ଜଳ ଅମଳ ପାଇଁ ଅଭିନବ “ୟୁ ଆକୃତି ୱେୟାର” ନିର୍ମାଣ ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ଷା ଜଳ ଅମଳ ପାଇଁ ଅଭିନବ "ୟୁ ଆକୃତି ୱେୟାର" ନିର୍ମାଣ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ୟୁ ଆକୃତି ୱେୟାର" ନିର୍ମାଣ ଜଳ ଶକ୍ତି ଅଭିଯାନ ଅଧୀନରେ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବ ବଲାଙ୍ଗିର ଜିଲ୍ଲାର
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ : ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ

ନୂଆଦିଲ୍ଲୀ : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସେ ଭେଟିଛନ୍ତି । ରାଷ୍ଟ୍ରପତି ପଦ
Read More...

ମହାରାଷ୍ଟ୍ରର ରାଜନୈତିକ ସଙ୍କଟରେ ଟିଏମ୍‌ସିର ପ୍ରବେଶ, ମମତା ବାନାର୍ଜୀ କହିଲେ – ‘ବିଧାୟକମାନଙ୍କୁ…

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଅନେକ ଶିବସେନା ବିଧାୟକ ସିଏମ୍ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ସମସ୍ତ ବିଦ୍ରୋହୀ ବିଧାୟକମାନେ ବର୍ତ୍ତମାନ ଗୁଆହାଟୀର ହୋଟେଲ ରେଡିସନ୍ ବ୍ଲୁରେ ରହିଛନ୍ତି । ବର୍ତ୍ତମାନ ଟିଏମ୍‌ସି ମଧ୍ୟ
Read More...

ସରକାରୀ ବିଦ୍ୟାଳୟରେ ପଢ଼ାଇବା ବାହାନା କରି ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରୁଥିଲେ : ଯିବାକୁ ପଡ଼ିଲା…

ବାଲୋଦ : ଛତିଶଗଡର ବାଲୋଦ ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି । ସେଠାରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟ ପରିଚାଳନା କମିଟି ଏବଂ ପୋଲିସ ନିକଟରେ ଏକ
Read More...

ପାଇକମାଲରେ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ ତରଫରୁ ପାଇକମାଲଠାରେ ଡା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ
Read More...

ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଦେବେ କି ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶ ଦିନରୁ ଅଧିକ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଟ୍ରାଫିକ ସିଗ୍‌ନାଲ ଖୁଣ୍ଟ ଭାଙ୍ଗିଯାଇଛି । ଯାହା କେତେବେଳେ କାହା ଉପରେ ପଡି ପାରେ । ତେବେ ଖୋଦ ଜିଲ୍ଲାପାଳ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ସୁଦ୍ଧା ଏହି ବିପଦ ଜନକ ଟ୍ରାଫିକ
Read More...

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଆନପାଲିର ଗଙ୍ଗାଧର ବୁଡେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଦୁଆନ ପାଲିର ଗଙ୍ଗାଧର ବୁଡେକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଶ୍ରୀ ବୁଡେକ କହିଛନ୍ତି ଯେ, ଦୁଆନପାଲି ତାଙ୍କ ନିଜ ଗାଁ ନୁହେଁ । ତାଙ୍କ ଶଶୁର ଘର, ହେଲେ ସେ ଦୀର୍ଘ ୫୦ ବର୍ଷରୁ ଅଧିକ ହେବ
Read More...

ବିଜେଡି ପରେ ଦ୍ରୌପଦୀଙ୍କୁ ସମର୍ଥନ କଲା ଜେଡିୟୁ

ନୂଆଦିଲ୍ଲୀ : ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିବା ପରେ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପରେ ବର୍ତ୍ତମାନ ଜେଡିୟୁର ସମର୍ଥନ ଦ୍ରୌପଦୀଙ୍କ ପ୍ରତି ଥିବା ସ୍ପଷ୍ଟ କରିଛି ।
Read More...

କବିତା : ମୌସୁମୀ

ପୁସ୍ତମ୍ ଯୁଆଡି ମାଏଟ୍ ତତୁଛେଛାତି ଡବ୍‌କୁଛେ ଖଲ୍‌ଖଲ୍‌ ଡ଼ବ୍‌ଡ଼ବ୍‌ପାଏନ୍ ନୁରି ନୁରି କଲ୍‌ବଲ୍‌ ଜୀବନ୍ବହଁଡି ଯାଉଛେ । ପହେଲା ଛିଆଁକେ ଜନ୍ ତରସୁଛେତନ୍ ତରସୁଛେଉତାବୁଲା ମନ୍ ଡହକବିକଲ୍ସତେ ଯେନ୍ତା ନିଜର୍ ଲୋକକେ ବାଟ ଦେଖୁଛେ ! ତମେ ଆଏବ ଜୀବନର୍ ପୁଞ୍ଜି ଧରିକାଁକର୍ ହେବା
Read More...

ନିଜସ୍ୱ ମତ : ପେନସନ ବ୍ୟବସ୍ଥା

ମୀନକେତନ ବାରଲେବଡ଼ିଆ କର୍ମଚାରୀଙ୍କ ପାଇଁ ପେନସନ ବ୍ୟବସ୍ଥା ଭଲ । କାରଣ ଜଣେ ବ୍ୟକ୍ତି ଚାକିରିରୁ ଅବସର ନେଲା ପରେ ବାର୍ଦ୍ଧକ୍ୟ ବେଳେ ନିଜ ଜୀବନ ସୁରୁଖୁରୁରେ ଅତିବାହିତ କରିବ। ତା' ଅନ୍ତେ ତା'ର ବୃଦ୍ଧା ସ୍ତ୍ରୀର ସମୟ ମଧ୍ୟ ଭଲରେ କଟିବ । ଏହାକୁ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧ୍ୟ
Read More...