Daily Archives

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌…

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ପଦ୍ମପୁର କଂର୍ଗଲାବାହାଲ ଠାରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ
Read More...

ବାସନ୍ତୀ ପରିଷଦ ପଡିଆକୁ ସଂକୁଚିତ କରିବା ପାଇଁ ଉଦ୍ୟମକୁ ନେଇ ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ରେ ଥିବା ବାସନ୍ତୀ ପୂଜା ପଡିଆକୁ ସୁଚିନ୍ତିତ ଭାବେ ଧିରେ ଧିରେ ସଂକୁଚିତ କରାଯାଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଏନେଇ ସହର ପ୍ରଶାସନ ପାଖରେ ଅଭିଯୋଗ କରାଯାଉଥିଲେ ହେଁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ
Read More...

ଘନଘନ ବିଜୁଳି କାଟ ବନ୍ଦ, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି ଦାବୀ କଲା ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପାୱାର କଟ୍‌ ବନ୍ଦ କରିବା, ଲୋ-ଭୋଲଟେଜ୍‌ ସମସ୍ୟାର ତୁରନ୍ତ ସମାଧାନ, ଓଡ଼ିଆରେ ବିଜୁଳି ବିଲ୍‌ ପ୍ରଦାନ କରିବା, ଗରିବ ଓ ଚାଷୀଙ୍କୁ ମାଗଣା ବିଜୁଳି, ବିଜୁଳି ସରବରାହ ଜନିତ କ୍ଷତି କମାଇବା ଓ ବିଜୁଳି ଭିତ୍ତି ବିକାଶରେ ଖର୍ଚ୍ଚ ହୋଇଥିବା ୨୦ ହଜାର କୋଟି
Read More...

ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଜବତ

ବାଡମେର୍‌ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର୍‌ ଜିଲ୍ଲାର ପୋଲିସର ନିଦ ହଜାଇ ଦେଇଛି । ପୋଲିସ ପକ୍ଷରୁ ଏଭଳି ର‍୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ରାଜସ୍ଥାନ ବାଡମେର୍‌
Read More...

ଡେଙ୍ଗୁ ଦମନ ପାଇଁ ଆରମ୍ଭ ହେଲା ବିଏମ୍‌ସିର ଡ୍ରାଏ ଡେ ଅଭିଯାନ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଡେଙ୍ଗୁ ଦମନ ପାଇଁ ଆରମ୍ଭ ହେଲା ବିଏମ୍‌ସିର ଡ୍ରାଏ ଡେ ଅଭିଯାନ । ନିଷ୍ପତ୍ତି ଅନୁସାରେ ପ୍ରତି ଗୁରୁବାର ଓ ରବିବାର ହେବ ଡ୍ରାଏ ଡେ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କଲା ବିଏମ୍‌ସି । ଡ୍ରାଏ ଡେ ଅବସରରେ
Read More...

ଗଛରେ ପିଟିହେଲା କାର୍ : ୪ ଆହତ

ଦାରିଙ୍ଗବାଡ଼ି : ଶ୍ରାନିକେତା ପଞ୍ଚାୟତ ଲିରିକେତା ଘାଟିରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ବାଲିଗୁଡ଼ାରୁ ମୋହନା ଫେରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ
Read More...

ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ବେଆଇନ୍ କରତକଳ ଉପରେ ଚଢାଉ

ବାଲିପାଟଣା : ବାଲିପାଟଣା ବନାଞ୍ଚଳ ଅଧିନ ସରିପୁର ଏବଂ ଡେଙ୍ଗଠାରେ ଥିବା ୨ଟି କରତକଳ ଉପରେ ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛି । ଏହା ସହ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଭଳି ବହୁ ମୂଲ୍ୟବାନ୍ କାଠ ମଧ୍ୟ ଜବତ ହୋଇଛି ।
Read More...

ଖାଇବା ତେଲ ଦାମରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର ସରକାର ଗ୍ରହଣକରିଥିବା ପଦକ୍ଷେପ ଗୁଡିକର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଦେଶର ପ୍ରମୁଖ ଖାଇବା ତେଲ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ମୂଲ୍ୟରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ବୋଲି ଖାଦ୍ୟ
Read More...

ସାପ କାମୁଡାରେ ନାବାଳକ ମୃତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଛୁଲା ଗ୍ରାମରେ ବିକ୍ରମ ନାଏକଙ୍କ ନାବାଳାକ ପୁଅ ଛବି ରଞ୍ଜନ ନାଏକର ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଭବାନୀପାଟଣା
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍ ଗସ୍ତରେ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ମହାତ୍ମାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ଏବଂ ସିଦ୍ଧାନ୍ତରେ ସେ ସର୍ବଦା
Read More...