pakka

ବଲାଙ୍ଗିର ଜିଲ୍ଲାରେ ବର୍ଷା ଜଳ ଅମଳ ପାଇଁ ଅଭିନବ “ୟୁ ଆକୃତି ୱେୟାର” ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ଷା ଜଳ ଅମଳ ପାଇଁ ଅଭିନବ “ୟୁ ଆକୃତି ୱେୟାର” ନିର୍ମାଣ ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ୟୁ ଆକୃତି ୱେୟାର” ନିର୍ମାଣ ଜଳ ଶକ୍ତି ଅଭିଯାନ ଅଧୀନରେ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବ ବଲାଙ୍ଗିର ଜିଲ୍ଲାର କାର୍ଯ୍ୟ ବିଭାଗ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

four × 2 =