pakka

ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଦେବେ କି ?

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶ ଦିନରୁ ଅଧିକ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଟ୍ରାଫିକ ସିଗ୍‌ନାଲ ଖୁଣ୍ଟ ଭାଙ୍ଗିଯାଇଛି । ଯାହା କେତେବେଳେ କାହା ଉପରେ ପଡି ପାରେ । ତେବେ ଖୋଦ ଜିଲ୍ଲାପାଳ ଏହି ରାସ୍ତାରେ ଯିବା ଆସିବା କରୁଥିଲେ ସୁଦ୍ଧା ଏହି ବିପଦ ଜନକ ଟ୍ରାଫିକ ସିଗ୍‌ନାଲ ଖୁଣ୍ଟଉପରେ ତାଙ୍କ ଦୃଷ୍ଟି ପଡୁନି । ଏଥିପାଇଁ ବଲାଙ୍ଗିରବାସୀ ଜିଲ୍ଲାପାଙ୍କୁ ଅତିଶ୍ରୀଘ୍ର ଏହି ଟ୍ରାଫିକ ସିଗ୍‌ନାଲ ଖୁଣ୍ଟର ମରାମତି କରିବା ପାଇଁ ଦାବୀ କରିବା ସହ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାପାଳ ଦୃଷ୍ଟି ଦେବେ କି ?

Leave A Reply

Your email address will not be published.

one × 3 =